କନକ ବ୍ୟୁରୋ : ଅବ୍ୟବସ୍ଥା ଘେରରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ । ହେଲ୍ଥ ଡେକ୍ସରେ ରହୁନାହାନ୍ତି କର୍ମଚାରୀ । ଆଡମିସନ କରିବାରେ ହନ୍ତସନ୍ତ ହେଉଛନ୍ତି ରୋଗୀ । ନୀଳଗିରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ରୋଗୀମାନଙ୍କ ସୁବିଧା ପାଇଁ ଡାକ୍ତରଖାନାରେ ହେଲ୍ପ ଡେକ୍ସ ଖୋଲାଯାଇଥିଲା । ୨୪ ଘଣ୍ଟିଆ ସହଯୋଗ ଯୋଗାଇବା ପାଇଁ ନିୟମ ରହିଛି । ହେଲେ ଏଠାରେ ହେଲ୍ଥ ଡେକ୍ସର ଚେୟାର ସବୁ ସମୟରେ ଖାଲି ପଡୁଛି। ରୋଗୀମାନେ ସହାୟତାରୁ ବଞ୍ଚିତ ହେଉଛନ୍ତି ।
ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା : ୨୪ ଘଣ୍ଟିଆ ହେଲ୍ପ ଡେକ୍ସରେ ରହୁନାହାନ୍ତି କର୍ମଚାରୀ, ଆଡମିସନ ପାଇଁ ହନ୍ତସନ୍ତ ରୋଗୀ
ଆଡମିସନ କରିବାରେ ହନ୍ତସନ୍ତ ହେଉଛନ୍ତି ରୋଗୀ । ନୀଳଗିରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ରୋଗୀମାନଙ୍କ ସୁବିଧା ପାଇଁ ଡାକ୍ତରଖାନାରେ ହେଲ୍ପ ଡେକ୍ସ ଖୋଲାଯାଇଥିଲା ।
/kanak/media/media_files/2025/08/25/help-desk-2025-08-25-18-58-25.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)