ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା ; ରାତି ୧୦ରୁ ସକାଳ ୬ ଯାଏଁ ସବୁ ବନ୍ଦ

Advertisment

ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳିନ କଟକଣା । ରାତି ୧୦ରୁ ସକାଳ ୬ ପର୍ଯ୍ୟନ୍ତ ବନ୍ଦ ରହିବ ସବୁ ଦୋକାନ । ଆଜିଠୁ ୨୧ ପର୍ଯ୍ୟନ୍ତ ରହିବ ବଳବତ୍ତର । ଦୀପାବଳୀ ଆସୁଥିବାରୁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ପଦକ୍ଷେପ ।

ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳିନ କଟକଣା । ରାତି ୧୦ରୁ ସକାଳ ୬ ପର୍ଯ୍ୟନ୍ତ ବନ୍ଦ ରହିବ ସବୁ ଦୋକାନ । ଆଜିଠୁ ୨୧ ପର୍ଯ୍ୟନ୍ତ ରହିବ ବଳବତ୍ତର । ଦୀପାବଳୀ ଆସୁଥିବାରୁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ପଦକ୍ଷେପ ।

5

କନକ ବ୍ୟୁରୋ: ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା । ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସବୁ ଦୋକାନ ବଜାର । ଅକ୍ଟୋବର ୨୧ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଆଗକୁ ଦୀପାବଳୀ ରହିଛି । ତା ପୂର୍ବରୁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ଏହି ପଦକ୍ଷେପ ନିଆଯାଇଛି । ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବାକୁ ଏଭଳି ପଦକ୍ଷେପ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ କିଛି ଦୋକାନ ଖୋଲା ରହୁଥିବା ଓ ଏକାଧିକ ଲୋକ ଉପସ୍ଥିତ ରହୁଥିବା ଜିଲ୍ଲା ପ୍ରଶାସନ ନଜରକୁ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କଟକଣା କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe