ପହଲଗାମ ଆକ୍ରମଣକୁ ନେଇ ଚାଲିଛି ଏନଆଇଏ ତଦନ୍ତ: ଆକ୍ରମଣରେ ସମ୍ପୃକ୍ତ ୧୪ ଆତଙ୍କବାଦୀଙ୍କ ତାଲିକା ଜାରି କଲା ଜାତୀୟ ତଦନ୍ତକାରୀ ସଂସ୍ଥା

Advertisment

ଶ୍ରୀନଗରରେ ଏନଆଇଏ ଡିଜିଙ୍କ ବୈଠକରେ ପହଲଗାମ ଆକ୍ରମଣ ତଦନ୍ତ ନେଇ ହୋଇଛି ଆଲୋଚନା । ପହଲଗାମ ଆକ୍ରମଣ ପଛରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପୂରା ତାଲିକା ପ୍ରସ୍ତୁତ କରିଛି ଏନଆଇଏ ।

ଶ୍ରୀନଗରରେ ଏନଆଇଏ ଡିଜିଙ୍କ ବୈଠକରେ ପହଲଗାମ ଆକ୍ରମଣ ତଦନ୍ତ ନେଇ ହୋଇଛି ଆଲୋଚନା । ପହଲଗାମ ଆକ୍ରମଣ ପଛରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପୂରା ତାଲିକା ପ୍ରସ୍ତୁତ କରିଛି ଏନଆଇଏ ।

swwdw

Photograph: (kanak news)

କନକ ବ୍ୟୁରୋ: ଶ୍ରୀନଗରରେ ଏନଆଇଏ ଡିଜିଙ୍କ ବୈଠକରେ ପହଲଗାମ ଆକ୍ରମଣ ତଦନ୍ତ ନେଇ ହୋଇଛି ଆଲୋଚନା । ପହଲଗାମ ଆକ୍ରମଣ ପଛରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପୂରା ତାଲିକା ପ୍ରସ୍ତୁତ କରିଛି ଏନଆଇଏ । ଗତକାଲି ବୈସରଣ ଭ୍ୟାଲିରେ ପ୍ରାୟ ୩ଘଣ୍ଟା ଉପସ୍ଥିତ ରହି ଆକ୍ରମଣ ବିଷୟରେ ଆଲୋଚନା କରିଥିଲେ ଏନଆଇଏ ଡିଜି । ଆଉ ଏଜି ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ତଦନ୍ତର ଅଗ୍ରଗତି ନେଇ ଗୃହମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି । ପହଲଗାମ ଆକ୍ରମଣ ପଛରେ ୧୪ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି । ସମସ୍ତ ଆତଙ୍କବାଦୀ ସ୍ଥାନୀୟ ପହଲଗାମର । କିଛି ଆତଙ୍କବାଦୀଙ୍କ ଘର ମଧ୍ୟ ବିସ୍ଫୋରଣ କରି ଉଡାଇ ଦେଇଛି ସେନା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe