ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା: ଟସ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ

Advertisment

ଆଜି ଚାମ୍ପିୟନ୍ସ ଟ୍ରଫିରେ ଭାରତ-ନ୍ୟୁଜିଲାଣ୍ଡ ଶେଷ ଲିଗ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ ଦଳ । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ  ଓହ୍ଲାଇବ ଭାରତ । ଆଜିର ମ୍ୟାଚରେ ଭାରତ ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି ।

qwdwq

Photograph: (kanak news)

କନକ ବ୍ୟୁରୋ: ଆଜି ଚାମ୍ପିୟନ୍ସ ଟ୍ରଫିରେ ଭାରତ-ନ୍ୟୁଜିଲାଣ୍ଡ ଶେଷ ଲିଗ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ ଦଳ । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ  ଓହ୍ଲାଇବ ଭାରତ । ଆଜିର ମ୍ୟାଚରେ ଭାରତ ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି । ଆଜିର ମ୍ୟାଚରେ ହର୍ଷିତ ରାଣାଙ୍କ ସ୍ଥାନରେ ଖେଳିବେ ବରୁଣ ଚକ୍ରବର୍ତ୍ତୀ । ତେବେ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯିଏ ଆଜିର ମ୍ୟାଚ ଜିତିବ ସେ ଗ୍ରୁପ ଏ’ର ଟେବୁଲ ଟପ୍ପର ହେବ । ଆଜିର ମ୍ୟାଚ ପରେ ଜଣା ପଡିବ ସେମି ଫାଇନାଲର ସମୀକରଣ । ଉଭୟ ଦଳ ସେମି ଫାଇନାଲରେ ପ୍ରବେଶ କରି ସାରିଛନ୍ତି । ସେପଟେ ଗ୍ରୁପ ବି’ରୁ ଦକ୍ଷିଣଆଫ୍ରିକା ଓ ଅଷ୍ଟ୍ରେଲିଆ ସେମିରେ ପ୍ରବେଶ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe