ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାର ନୂଆ ମୋଡ଼, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପୁଲିସର ଚଢ଼ାଉ ବେଳେ ସେକ୍ସ ରାକେଟ ଲିଙ୍କ୍

ଚଢ଼ାଉ ବେଳେ ଏଠାରେ ସେକ୍ସ ରାକେଟ ଚାଲିଥିବା ଜଣାପଡ଼ିଛି । ଝାଡ଼ଖଣ୍ଡ ଅଞ୍ଚଳରୁ ଉକ୍ତ ନାବାଳିକାକୁ ଆଣି ଜୋରଜବରଦସ୍ତ ସେକ୍ସ ରକେଟରେ ନିୟୋଜିତ କରାଯାଇଥିବା ଜଣାପଡ଼ିଛି । ଏନେଇ ସୂଚନା ମିଳିବା ପରେ ପୁଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ ସାମ୍ନାକୁ ଆସିଛି ଭୟଙ୍କର ତଥ୍ୟ। ଘର ଭିତରେ ଚାଲିଥିଲା ସେକ୍ସ ରାକେଟ।

3

କନକ ବ୍ୟୁରୋ : ରାଜାଧାନୀରେ ନାବାଳିକା ଦୁଷ୍କର୍ମ ମାମଲାରେ ସାମନାକୁ ଆସିଲା ଭୟଙ୍କର ସତ। ସେକ୍ସ ରାକେଟ ଲିଙ୍କ୍ ଥିବା ସାମ୍ନାକୁ ଆସିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କ୍ୟାପିଟାଲ ଥାନା ପୋଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ ଏଠାରେ ସେକ୍ସ ରାକେଟ ଚାଲିଥିବା ଜଣାପଡ଼ିଛି । ଝାଡ଼ଖଣ୍ଡ ଅଞ୍ଚଳରୁ ଉକ୍ତ ନାବାଳିକାକୁ ଆଣି ଜୋରଜବରଦସ୍ତ ସେକ୍ସ ରକେଟରେ ନିୟୋଜିତ କରାଯାଇଥିବା ଜଣାପଡ଼ିଛି । ଏନେଇ ସୂଚନା ମିଳିବା ପରେ ପୁଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ ସାମ୍ନାକୁ ଆସିଛି ଭୟଙ୍କର ତଥ୍ୟ। ଘର ଭିତରେ ଚାଲିଥିଲା ସେକ୍ସ ରାକେଟ। ଘର ଭିରରୁ ଉଦ୍ଧାର ହୋଇଛନ୍ତି ଝାରାଖଣ୍ଡ ଓ ପଶ୍ଚିମ ବଙ୍ଗ ୪ନାବାଳିକା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe