ଆସିଲା ନୂଆ ଟ୍ୟାକ୍ସ ସ୍ଲାବ୍ ; ମାଲାମାଲ ହେବେ ମଧ୍ୟବିତ୍ତ

ଚଳିତ ବଜେଟରେ ଅର୍ଥମନ୍ତ୍ରୀ କଲେ ବଡ ଘୋଷଣା, ଯାହା ମଧ୍ୟବିତ୍ତ ପରିବାରକୁ ମିଳିଛି ଆଶ୍ବସ୍ତି। ବାର୍ଷିକ ଆୟ ୧୨ ଲକ୍ଷ ଯାଏଁ ଟ୍ୟାକ୍ସ  ଦେବାକୁ ପଡିବନି। ଏହାସହ ସରକାର ଘୋଷଣା କରିଛନ୍ତି ନୂଆ ଇନକମ୍ ଟ୍ୟାକ୍ସ ସ୍ଲାବ୍।  

tax slab

tax slab Photograph: (kanakNews)

କନକ ବ୍ୟୁରୋ : ଚଳିତ ବଜେଟରେ ଅର୍ଥମନ୍ତ୍ରୀ କଲେ ବଡ ଘୋଷଣା, ଯାହା ମଧ୍ୟବିତ୍ତ ପରିବାରକୁ ମିଳିଛି ଆଶ୍ବସ୍ତି । ବାର୍ଷିକ ଆୟ ୧୨ ଲକ୍ଷ ଯାଏଁ ଟ୍ୟାକ୍ସ  ଦେବାକୁ ପଡିବନି। ଏହାସହ ସରକାର ଘୋଷଣା କରିଛନ୍ତି ନୂଆ ଇନକମ୍ ଟ୍ୟାକ୍ସ ସ୍ଲାବ୍।  
ଏହି ନୂଆ ନିୟମ ଅନୁସାରେ, ୧୨ ଲକ୍ଷ ପରେ ...
 

ଶୂନରୁ -୪ ଲକ୍ଷ ଯାଏଁ- ଶୂନ  ଟ୍ୟାକ୍ସ
୪ରୁ ୮ଲକ୍ଷ ଯାଏଁ- ୫ % ଟ୍ୟାକ୍ସ
୮ରୁ ୧୨ ଲକ୍ଷ ଯାଏଁ- ୧୦ % ଟ୍ୟାକ୍ସ
୧୬ରୁ ୨୦ ଲକ୍ଷ ଯାଏଁ – ୨୦ % ଟ୍ୟାକ୍ସ
 ୨୦ ରୁ ୨୪ ଲକ୍ଷ ଯାଏଁ – ୨୫%  ଟ୍ୟାକ୍ସ


ଆହୁରି ସରଳରେ ବୁଝିଲେ; 
 ୧୨ ଲକ୍ଷ ଯାଏଁ- ଆୟକର ଛାଡ
୧୨ରୁ ୧୬ ଲକ୍ଷ- ୧୫% ଟ୍ୟାକ୍ସ
 ୧୬ରୁ ୨୦ ଲକ୍ଷ- ୨୦% ଟ୍ୟାକ୍ସ
୨୦ରୁ ୨୪ ଲକ୍ଷ- ୨୫% ଟ୍ୟାକ୍ସ
୨୪ଲକ୍ଷରୁ ଅଧିକ -୩୦% ଟ୍ୟାକ୍ସ

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe