କନକ ବ୍ୟୁରୋ : ଚଳିତ ବଜେଟରେ ଅର୍ଥମନ୍ତ୍ରୀ କଲେ ବଡ ଘୋଷଣା, ଯାହା ମଧ୍ୟବିତ୍ତ ପରିବାରକୁ ମିଳିଛି ଆଶ୍ବସ୍ତି । ବାର୍ଷିକ ଆୟ ୧୨ ଲକ୍ଷ ଯାଏଁ ଟ୍ୟାକ୍ସ  ଦେବାକୁ ପଡିବନି। ଏହାସହ ସରକାର ଘୋଷଣା କରିଛନ୍ତି ନୂଆ ଇନକମ୍ ଟ୍ୟାକ୍ସ ସ୍ଲାବ୍।  
ଏହି ନୂଆ ନିୟମ ଅନୁସାରେ, ୧୨ ଲକ୍ଷ ପରେ ...
 

ଶୂନରୁ -୪ ଲକ୍ଷ ଯାଏଁ- ଶୂନ  ଟ୍ୟାକ୍ସ
୪ରୁ ୮ଲକ୍ଷ ଯାଏଁ- ୫ % ଟ୍ୟାକ୍ସ
୮ରୁ ୧୨ ଲକ୍ଷ ଯାଏଁ- ୧୦ % ଟ୍ୟାକ୍ସ
୧୬ରୁ ୨୦ ଲକ୍ଷ ଯାଏଁ – ୨୦ % ଟ୍ୟାକ୍ସ
 ୨୦ ରୁ ୨୪ ଲକ୍ଷ ଯାଏଁ – ୨୫%  ଟ୍ୟାକ୍ସ


ଆହୁରି ସରଳରେ ବୁଝିଲେ; 
 ୧୨ ଲକ୍ଷ ଯାଏଁ- ଆୟକର ଛାଡ
୧୨ରୁ ୧୬ ଲକ୍ଷ- ୧୫% ଟ୍ୟାକ୍ସ
 ୧୬ରୁ ୨୦ ଲକ୍ଷ- ୨୦% ଟ୍ୟାକ୍ସ
୨୦ରୁ ୨୪ ଲକ୍ଷ- ୨୫% ଟ୍ୟାକ୍ସ
୨୪ଲକ୍ଷରୁ ଅଧିକ -୩୦% ଟ୍ୟାକ୍ସ