ଫେବୃଆରୀରୁ ପରିବହନ ବିଭାଗର ନୂଆ ବ୍ୟବସ୍ଥା : ଗାଡିର ବୀମା ନଥିଲେ ଧରିବ ଟୋଲ ଗେଟ

Advertisment

ଆପଣ ଯେଉଁ ଗାଡି ଚଲାଉଛନ୍ତି  ଆଉ ଯଦି ସେହି ଗାଡିର ବୀମା ନାହିଁ ତେବେ ହୋଇଯାଆନ୍ତୁ ସାବଧାନ । ଏଣିକି ଗାଡିର ବୀମା ନଥିଲେ ଧରିବ ଟୋଲ୍ ଗେଟ୍। ପରିବହନ ବିଭାଗ ଏହି ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ।

ଆପଣ ଯେଉଁ ଗାଡି ଚଲାଉଛନ୍ତି  ଆଉ ଯଦି ସେହି ଗାଡିର ବୀମା ନାହିଁ ତେବେ ହୋଇଯାଆନ୍ତୁ ସାବଧାନ । ଏଣିକି ଗାଡିର ବୀମା ନଥିଲେ ଧରିବ ଟୋଲ୍ ଗେଟ୍। ପରିବହନ ବିଭାଗ ଏହି ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ।

tollgate

tollgate Photograph: (KanakNews)

କନକବ୍ୟୁରୋ :  ଆପଣ ଯେଉଁ ଗାଡି ଚଲାଉଛନ୍ତି  ଆଉ ଯଦି ସେହି ଗାଡିର ବୀମା ନାହିଁ ତେବେ ହୋଇଯାଆନ୍ତୁ ସାବଧାନ । ଏଣିକି ଗାଡିର ବୀମା ନଥିଲେ ଧରିବ ଟୋଲ୍ ଗେଟ୍। ପରିବହନ ବିଭାଗ ଏହି ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ଆସନ୍ତା ମାସ ଅର୍ଥାତ୍ ଫେବୃଆରୀରୁ ପରିବହନ ବିଭାଗ ଏହି ନୂଆ ନିୟମ ଲାଗୁ କରିବ। ଗାଡିରେ ଇନସୁରାନ୍ସ ନଥିଲେ ଟୋଲ ଗେଟରେ ଜଣାପଡିଯିବ। ଗାଡି ମାଲିକଙ୍କ ପାଖକୁ ଯିବ ଇ-ଚାଲାଣ। ଇ-ଡିଟେକସନ୍ ପ୍ରକ୍ରିୟାରେ ଏହି କାର୍ଯ୍ୟ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe