ମହାନଦୀ ଅବବାହିକାରେ ନିର୍ମାଣ ହେବ ନୂଆ ଜଳଭଣ୍ଡାର :ମୋହନ ମାଝୀ

Advertisment

ମହାନଦୀ ଅବବାହିକାରେ ନିର୍ମାଣ ହେବ ନୂଆ ଜଳଭଣ୍ଡାର ପ୍ରକଳ୍ପ ଏବଂ ବ୍ୟାରେଜ୍ ନେଇ ଯୋଜନା କାମ ଚାଲୁଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ମହାନଦୀ ଅବବାହିକାରେ ଜଳ ସଂରକ୍ଷଣ ଓ ପ୍ରାୟତଃ ଅଧିକାଂଶ ଉପନଦୀ ମାନଙ୍କରେ ଯୋଜନା କରାଯାଇଛି । ଏଥିସହ ଅନ୍ୟ କିଛି ପ୍ରକଳ୍ପର ନକ୍ସା ସ୍ତରରେ ଥିଲା ବେଳେ କିଛି ପ୍ରକଳ୍ପର କାମ ଆରମ୍ଭ ପାଇଁ ସମୃକ୍ତ ମୁଖ୍ୟଯନ୍ତ୍ରୀ ମାନଙ୍କୁ ହସ୍ତାନ୍ତର କରାଯାଇଛି ।

Updated On

ଅଦ୍ୟତନ ହୋଇଛି
maha

କନକବ୍ୟୁରୋ : ମହାନଦୀ ଅବବାହିକାରେ ନିର୍ମାଣ ହେବ ନୂଆ ଜଳଭଣ୍ଡାର ପ୍ରକଳ୍ପ ଏବଂ ବ୍ୟାରେଜ୍ ।  ପ୍ରକଳ୍ପ ଗୁଡ଼ିକ ଲାଗି ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ ଚାଲିଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅନ୍ୟ କିଛି ପ୍ରକଳ୍ପ ଲାଗି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଯଥା କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହ ବୈଷୟିକ ଅନୁମୋଦନ ସମ୍ବନ୍ଧୀୟ ତଥ୍ୟ ଆଦାନ ପ୍ରଦାନ ଚାଲୁ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

କିଛି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପାଇଁ ସେହି ମୁଖ୍ୟଯନ୍ତ୍ରୀଙ୍କୁ ନକ୍ସା ହସ୍ତାନ୍ତର କରାଯାଇ ସାରିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟ ପାଇଁ ଗଭୀର ସଙ୍କଟ ଦେଖାଯାଇଥିବା ପୋଲାଭରମ୍ ଓ ମହାନଦୀର ଜଳବିବାଦ ବର୍ତ୍ତମାନ କେଉଁ ସ୍ତରରେ ରହିଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଅଶ୍ବିନୀ ପାତ୍ର ।  ସମସ୍ୟାର ସମାଧାନ ପାଇଁ ସରକାର କେଉଁ ପ୍ରକାର ଧ୍ୟାନ ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe