ଶୀତଳ ଭଣ୍ଡାର ପାଇଁ ସରକାରଙ୍କ ନୂଆ  ପଲିସି ; ଉତ୍କର୍ଷ ଓଡିଶାରେ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ଶୀତଳ ଭଣ୍ଡାର ପାଇଁ ରାଜ୍ୟ ସରକାରଙ୍କ ନୂଆ ପଲିସି ।  ଉତ୍କର୍ଷ ଓଡିଶା ସମ୍ମିଳନୀେର ଶୁଭାରମ୍ଭ କେଲ ଉପମୁଖ୍ୟମନ୍ତ୍ରୀ। କେଭି. ସିଂହେଦଓ କହିେଲ, ସ୍ମାଟର୍ ଫାର୍ମିଂ ଓ ଡିଜିଟାଲ ମାେକର୍ଟିଂ ଦିଗେର ଚାଲିଛି କାମ। 

କେଭି ସିଂଦେଓ

କେଭି ସିଂଦେଓ Photograph: (କନକ ନ୍ୟୁଜ)

କନକ ବ୍ୟୁରୋ: ଶୀତଳ ଭଣ୍ଡାର ପାଇଁ ରାଜ୍ୟ ସରକାରଙ୍କ ନୂଆ ପଲିସି । ଉତ୍କଷର୍ ଓଡିଶା ସମ୍ମିଳନୀେର ଶୁଭାରମ୍ଭ କେଲ ଉପ-ମୁଖ୍ୟମନ୍ତ୍ରୀ େକଭି ସିଂହେଦଓ । ଏହି ସମୟ ହିଁ ଉପଯୁକ୍ତ ସମୟ ଓଡିଶାେର ନିେବଶ କରିବା ପାଇଁ । ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ନୂଆ ବିଳ୍ପବ ଆଣିବାକୁ ବେଶ ସକ୍ଷମ । ମୁଖ୍ୟମନ୍ତ୍ରୀ କୃଷି ଉେଦ୍ୟାଗ ଯୋଜନାେର ଆେମ ଚାଷୀ ବା ଉେଦ୍ୟାଗୀ ମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ସ୍ମାଟର୍ ଫାର୍ମିଂ ଏବଂ ଡିଜିଟାଲ ମାେକର୍ଟିଂ ଦିଗେର ମୋହନ ସରକାର କାର୍ଯ୍ୟ  କରୁଛନ୍ତି । ଜୈବିକ ପ୍ରଣାଳୀେର ଚାଷ ଆମ ସରକାରଙ୍କ ଫୋକସ  । ଓଡ଼ିଶାର କୃଷି ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପରେ ପୁଞ୍ଜି ନିବଶ କରିବାକୁ ଶିଳ୍ପପତିଙ୍କୁ ଆହ୍ବାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe