ପବିତ୍ର ଦୋଳ ପୂର୍ଣ୍ଣିମାରେ ନୂଆ ପାଞ୍ଜି ପୂଜା : ରାଜ୍ୟ, ଦେଶ, ବିଶ୍ବର ବାର୍ଷିକ ଫଳାଫଳ ଉପରେ ଦେଲେ ସୂଚନା

Advertisment

ପବିତ୍ର ଦୋଳ ପୂର୍ଣ୍ଣିମାରେ ମା ବିରଜାଙ୍କ ପୀଠରେ ଝୁଲଣ ଯାତ୍ରା ଓ ନୂତନ ପାଞ୍ଜି ପାଠ କରାଯାଇଛି। ଗ୍ରହଣ ଯୋଗୁ ମାଙ୍କ ମହାସ୍ନାନ ପରେ ମଙ୍ଗଳବାର ରାତି ୮ଟାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ଦୋଳ ମଣ୍ଡପକୁ ଅଣାଯାଇଥିଲା ।

ପବିତ୍ର ଦୋଳ ପୂର୍ଣ୍ଣିମାରେ ମା ବିରଜାଙ୍କ ପୀଠରେ ଝୁଲଣ ଯାତ୍ରା ଓ ନୂତନ ପାଞ୍ଜି ପାଠ କରାଯାଇଛି। ଗ୍ରହଣ ଯୋଗୁ ମାଙ୍କ ମହାସ୍ନାନ ପରେ ମଙ୍ଗଳବାର ରାତି ୮ଟାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ଦୋଳ ମଣ୍ଡପକୁ ଅଣାଯାଇଥିଲା ।

biraja mandir

Photograph: (kanaknews)

କନକବ୍ୟୁରୋ : ପବିତ୍ର ଦୋଳ ପୂର୍ଣ୍ଣିମାରେ ମା ବିରଜାଙ୍କ ପୀଠରେ ଝୁଲଣ ଯାତ୍ରା ଓ ନୂତନ ପାଞ୍ଜି ପାଠ କରାଯାଇଛି। ଗ୍ରହଣ ଯୋଗୁ ମାଙ୍କ ମହାସ୍ନାନ ପରେ ମଙ୍ଗଳବାର ରାତି ୮ଟାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ଦୋଳ ମଣ୍ଡପକୁ ଅଣାଯାଇଥିଲା । ଜ୍ୟୋତ୍ୟିଷ ମା ବିରଜାଙ୍କ ନୂତନ ପଞ୍ଜିକା ପଠନ କରିବା ସହ ଦେଶ ବିଦେଶ ଓ ରାଜ୍ୟର ବାର୍ଷିକ ଫଳାଫଳ ଉପରେ ସୂଚନା ଦେଇଥିଲେ ।

ଖେମିନିଙ୍କ ପୁଅ ମୋଜତାବା ଇରାନର ସର୍ବୋଚ୍ଚ ନେତା ନିର୍ବାଚିତ

ମାଙ୍କ ବିଜେ ପ୍ରତିମାକୁ ଦୋଳ ମଣ୍ଡପରେ ଝୁଲାଯିବା ସହ ଅଭିର ଖେଳ ହୋଇଥିଲା ।  ଏହି ବିରଜା ପଞ୍ଜିକା ଜନସାଧାରଣଙ୍କ ପାଇଁ ଚଳିତ ବର୍ଷ ପଣାସଂଙ୍କ୍ରନ୍ତି ତଥା ଓଡିଆ ନବବର୍ଷ ଏପ୍ରିଲ ୧୪ରେ ଉତ୍ସର୍ଗ କରାଯିବ । ମା ବିରଜାଙ୍କ ଦୋଳ ଉତ୍ସବକୁ ଦେଖିବା ସହ ଅଭିର ଖେଳରେ ଝୁମିଥିଲେ ଶହ ଶହ ଶ୍ରଦ୍ଧାଳୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe