କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ଫେକ୍ ସିମ୍ ଠକ । ନୂଆ ତରିକାରେ କରୁଥିଲେ ସାଇବର ଲୁଟ୍ । ଏକ ଆପାର୍ଟମେଣ୍ଟରେ ଘର ଭଡ଼ା ନେଇ କରୁଥିଲେ ଠକେଇ । ରାଜ୍ୟ, ରାଜ୍ୟ ବାହାର ଓ ଦେଶ ବାହାରର ଲୋକଙ୍କୁ ଲୁଟିଥିବା ସୂଚନା ମିଳିଛି । ୪ରୁ ଅଧିକ ଲୋକ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଡିସିପିଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି । ଠକ ରହୁଥିବା ଆପର୍ଟମେଣ୍ଟରେ ପୋଲିସ ଛାଉଣୀ କରାଯାଇଛି ।
ଭୁବନେଶ୍ବରରେ ନୂଆ ତରିକାରେ ମାତିଛନ୍ତି ଲୁଟେରା । ଭିନ୍ନ ଭିନ୍ନ ସିମ୍ ବ୍ୟବହାର କରି ବିଦେଶୀ ଲୋକଙ୍କୁ ଲୁଟ୍
ରାଜଧାନୀରେ ମାତିଛନ୍ତି ଫେକ୍ ସିମ୍ ଠକ । ନୂଆ ତରିକାରେ କରୁଥିଲେ ସାଇବର ଲୁଟ୍ । ଏକ ଆପାର୍ଟମେଣ୍ଟରେ ଘର ଭଡ଼ା ନେଇ କରୁଥିଲେ ଠକେଇ ।