ନିର୍ମାଣ ହେବ ନୂଆ ଲୋକସେବା ଭବନ,  ମାଷ୍ଟର ପ୍ଲାନ ପାଇଁ ଓଡିଶା ସେତୁ ଓ ନିର୍ମାଣ ନିଗମକୁ ଦିଆଯାଇଛି ଦାୟିତ୍ୱ

ବିଧାନସଭାରେ ଉତ୍ତର ରଖିଲେ ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ମାଷ୍ଟର ପ୍ଲାନ ଅନୁମୋଦନ ପରେ ହେବ ବ୍ୟୟ ଅଟକଳ

ନିର୍ମାଣ ହେବ ନୂଆ ଲୋକସେବା ଭବନ

ନିର୍ମାଣ ହେବ ନୂଆ ଲୋକସେବା ଭବନ Photograph: (KanakNews)

କନକ ବ୍ୟୁରୋ:  ନିର୍ମାଣ ହେବ ନୂଆ ଲୋକସେବା ଭବନ। ନୂଆ ଲୋକସେବା ଭବନ ମାଷ୍ଟର ପ୍ଲାନ ପାଇଁ ଓଡିଶା ସେତୁ ଓ ନିର୍ମାଣ ନିଗମକୁ ଦିଆଯାଇଛି ଦାୟିତ୍ୱ। ଏନେଇ ବିଧାନସଭାରେ ବିଧାୟିକା ସୁବାସିନୀ ସେଠୀ ରଖିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।

ମାଷ୍ଟର ପ୍ଲାନ ଅନୁମୋଦନ ପରେ ହେବ ବ୍ୟୟ ଅଟକଳ । ବର୍ତ୍ତମାନର ଲୋକ ସେବା ଭବନ ୬୮ବର୍ଷ ପୁରୁଣା ହୋଇଥିବା ବେଳେ ପାକିଂ ସମସ୍ୟା ରହୁଥିବାରୁ ନୂଆଲୋକ ସେବା ଭବନ ନିର୍ମାଣ ପାଇଁ ଚିନ୍ତା କରିଛନ୍ତି ସରକାର । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe