କନକ ବ୍ୟୁରୋ: ନିର୍ମାଣ ହେବ ନୂଆ ଲୋକସେବା ଭବନ। ନୂଆ ଲୋକସେବା ଭବନ ମାଷ୍ଟର ପ୍ଲାନ ପାଇଁ ଓଡିଶା ସେତୁ ଓ ନିର୍ମାଣ ନିଗମକୁ ଦିଆଯାଇଛି ଦାୟିତ୍ୱ। ଏନେଇ ବିଧାନସଭାରେ ବିଧାୟିକା ସୁବାସିନୀ ସେଠୀ ରଖିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।
ମାଷ୍ଟର ପ୍ଲାନ ଅନୁମୋଦନ ପରେ ହେବ ବ୍ୟୟ ଅଟକଳ । ବର୍ତ୍ତମାନର ଲୋକ ସେବା ଭବନ ୬୮ବର୍ଷ ପୁରୁଣା ହୋଇଥିବା ବେଳେ ପାକିଂ ସମସ୍ୟା ରହୁଥିବାରୁ ନୂଆଲୋକ ସେବା ଭବନ ନିର୍ମାଣ ପାଇଁ ଚିନ୍ତା କରିଛନ୍ତି ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/20/loka-seva-bhawan-2025-09-20-16-06-32.jpg)