କନକ ବ୍ୟୁରୋ: ଆୟକର ବିଲ୍- ୨୦୨୫ ପ୍ରତ୍ୟାହୃତ । ଅଗଷ୍ଟ ୧୧ ତାରିଖରେ ସଂଶୋଧିତ ଆୟକର ବିଲ୍ ଲୋକସଭାରେ ଆଗତ କରାଯିବ। ୬୦ ଦଶକର ଆଗତ ଆୟକର ବିଲ୍- ୧୯୬୧କୁ ବଦଳାଇବା ପାଇଁ ନୂଆ ଆୟକର ବିଲ୍ ଗତ ଫେବ୍ରୁଆରି ମାସ ୧୩ ତାରିଖରେ ଲୋକସଭାରେ ଆଗତ କରାଯାଇଥିଲା। ସିଲେକ୍ଟ କମିଟିର ସୁପାରିସ୍ ଆଧାରରେ ବିଲରେ ଥିବା କିଛି ଦ୍ବନ୍ଦ୍ବ ଦୂର କରି ପରିବର୍ତ୍ତିତ ଆକାରରେ ଏହାକୁ ଲୋକସଭାରେ ଅଗଷ୍ଟ ୧୧ ତାରିଖ ସୋମବାର ପୁଣି ଆଗତ କରାଯିବ।...
ଆୟକର ବିଲ୍ ପ୍ରତ୍ୟାହୃତ
ଲୋକସଭାରୁ ଆୟକର ବିଲ୍- ୨୦୨୫ ପ୍ରତ୍ୟାହୃତ
ଅଗଷ୍ଟ ୧୧ରେ ସଂଶୋଧିତ ଆୟକର ବିଲ୍ ଆଗତ କରାଯିବ
୬୦ ଦଶକର ପୁରୁଣା ଆୟକର ବିଲକୁ ବଦଳାଇବା ପାଇଁ ଆସିଥିଲା ନୂଆ ବିଲ୍
ସିଲେକ୍ଟ କମିଟିର ସୁପାରିସ୍ ଆଧାରରେ କିଛି ଦ୍ବନ୍ଦ୍ବ ଦୂର କରାଯିବ
ପରିବର୍ତ୍ତନ ପରେ ଅଗଷ୍ଟ ୧୧ରେ ଆୟକର ବିଲ୍ ଆଗତ କରାଯିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/08/ayakar-bill-2025-08-08-23-04-42.jpg)