ରାଜ୍ୟ ବିଜେପି ସଭାପତି ଘୋଷଣା ପ୍ରସଙ୍ଗ । ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀଙ୍କ ବୟାନ

ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି, ସମୟ ଗଡ଼ିବା ସହ ଗଡ଼ିବାରେ ଲାଗିଛି ବିଜେପିର ନୂଆ ରାଜ୍ୟ ସଭାପତି ଘୋଷଣା । ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ବିଜେପି ସଭାପତି ଚୟନ ନେଇ ସୂଚନା ମିଳୁଥିବା ଭିତରେ, ଗୁରୁବାର ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଦେଇଛନ୍ତି ବଡ଼ ବୟାନ

ଫେବ୍ରୁଆରୀରେ ନୂଆ ବିଜେପି ସଭାପତି

ଫେବ୍ରୁଆରୀରେ ନୂଆ ବିଜେପି ସଭାପତି Photograph: (KanakNews )

କନକ ବ୍ୟୁରୋ: ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି, ସମୟ ଗଡ଼ିବା ସହ ଗଡ଼ିବାରେ ଲାଗିଛି ବିଜେପିର ନୂଆ ରାଜ୍ୟ ସଭାପତି ଘୋଷଣା । ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ବିଜେପି ସଭାପତି ଚୟନ ନେଇ ସୂଚନା ମିଳୁଥିବା ଭିତରେ, ଗୁରୁବାର ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଦେଇଛନ୍ତି ବଡ଼ ବୟାନ । ଫେବ୍ରୁଆରୀ ସୁଦ୍ଧା ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିବ । ରାଜ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଆସି ଏନେଇ ଆଲୋଚନା କରିଛନ୍ତି । ତେବେ ପୁଣିଥରେ ରାଜ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଆସିବେ । ଏହାସହ ବାକି  ୧୪ ଜିଲ୍ଲାରେ ସଭାପତି ନାଁ ମଧ୍ୟ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି କନ୍ଧମାଳ ସାଂସଦ ତଥା ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ସୁକାନ୍ତ ପାଣିଗ୍ରାହୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe