ଗାଈ ଧାନ ଖାଇବାକୁ ନେଇ ଗଡ଼ିଲା ମୁଣ୍ଡ । ପୁତୁରାର ଶାବଳ ମାଡ଼ରେ ଦାଦାର ମୃତ୍ୟୁ ।

ଜମିରେ ଗାଈ ଧାନ ଖାଇବାକୁ ନେଇ ଗଡ଼ିଲା ମୁଣ୍ଡ । ପୁତୁରାର ଶାବଳ ମାଡ଼ରେ ଦାଦାର ମୃତ୍ୟୁ । ମାଲକାନଗିରି ମୋଟୁ ଥାନା ବଂଝିଗୁଡ଼ା ଗାଁରେ ହତ୍ୟାକାଣ୍ଡ । ଅଭିଯୁକ୍ତ ପୁତୁରା ଅଟକ ।

22dfgd

କନକ ବ୍ୟୁରୋ: ଜମିରେ ଗୋରୁ ଧାନ ଖାଇବାକୁ କେନ୍ଦ୍ର କରି ଗଡ଼ିଲା ମୁଣ୍ଡ । ଦାଦାକୁ ହତ୍ୟା କଲା ପୁତୁରା । ଶାବଳ ମାଡ଼ରେ ଦାଦାର ମୃତ୍ୟୁ । ମାଲକାନଗିରି ମୋଟୁ ଥାନା କତା ବଞ୍ଝିଗୁଡା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ପୋଲିସ ଅଭିଯୁକ୍ତ ପୁତୁରାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe