ନେପାଳରେ ସାଧାରଣ ନିର୍ବାଚନ ପରେ ଜାରି ରହିଛି ଗଣତି , ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି ପଛରେ

Advertisment

ନେପାଳରେ ସାଧାରଣ ନିର୍ବାଚନ ପରେ ଜାରି ରହିଛି ଗଣତି । ପ୍ରାରମ୍ଭିକ ଗଣତିରୁ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ବହୁ ଆଗରେ ରହିଛି । ବହୁ ପୁରୁଣା ଦଳ ପ୍ରତି ଏଥର ଲୋକଙ୍କ ବିଶ୍ୱାସ ଭାଜନ ହୋଇନଥିବା ଜଣାପଡୁଛି । ଏବେ ସୁଦ୍ଧା ୫୦ ଆସନରେ ଗଣତି ଜାରି ରହିଥିବା ବେଳେ ୪୭ ଆସନରେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ଆଗୁଆ ରହିଛି ।

Nepal Election

Nepal Election Photograph: (Kanak News)

କନକ ବ୍ୟୁରୋ : ନେପାଳରେ ସାଧାରଣ ନିର୍ବାଚନ ପରେ ଜାରି ରହିଛି ଗଣତି । ପ୍ରାରମ୍ଭିକ ଗଣତିରୁ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ବହୁ ଆଗରେ ରହିଛି । ବହୁ ପୁରୁଣା ଦଳ ପ୍ରତି ଏଥର ଲୋକଙ୍କ ବିଶ୍ୱାସ ଭାଜନ ହୋଇନଥିବା ଜଣାପଡୁଛି । ଏବେ ସୁଦ୍ଧା ୫୦ ଆସନରେ ଗଣତି ଜାରି ରହିଥିବା ବେଳେ ୪୭ ଆସନରେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ଆଗୁଆ ରହିଛି ।

ଅଧିକ ପଢନ୍ତୁ : ଦିଲ୍ଲୀପ ଖେଳିଲେ ବିଜୁ କାର୍ଡ; ଭାଗ ଭାଗ ହେବ କି ବିଜେଡି ଭୋଟ୍‌ ?

ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଓ ତାଙ୍କ ପାର୍ଟି ବହୁ ପଛରେ ରହିଛି । କିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀ ମଧ୍ୟ ନିର୍ବାଚନରେ ନୈରାଶ୍ୟ ଜନକ ପ୍ରଦର୍ଶନ କରିଛନ୍ତି । ନେପାଳ ନିର୍ବାଚନରେ ଲକ୍ଷାଧିକ ଲୋକ ଭୋଟିଂ କରିଛନ୍ତି । ଜେନ୍ ଜି ପ୍ରୋଟେଷ୍ଟ ପରେ ଦେଶରେ ପ୍ରଥମ ଥର ନିର୍ବାଚନ ହୋଇଛି । ସରକାର ବଦଳାଇବା ସହ ଦୁର୍ନୀତି ଏଥର ନିର୍ବାଚନରେ ବଡ଼ ମୁଦ୍ଦା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe