କନକ ବ୍ୟୁରୋ: ସ୍ବର ଉଠିଲା, ଜୀବନ ଗଲା
ସୋସିଆଲ ମିଡିଆ ଉପରୁ ବ୍ୟାନ୍ ହଟିଲା
ନାଗରିକଙ୍କ ଅଧିକାର ବ୍ୟାହତ ହେବା ପରେ ସେପ୍ଟେମ୍ବର ୪ ତାରିଖରୁ ନେପାଳରେ ଜଳୁଥିବା ନିଆଁ ଲିଭିଛି । ରାଜରାସ୍ତାକୁ ଓହ୍ଲାଇଥିବା ଯୁବକ ଯୁବତୀଙ୍କ ଭିତରୁ ୩୦ ଜଣଙ୍କ ଜୀବନ ଯିବା ସହ ୩୦୦ ଶହ ଗୁରୁତର ହେବା ପରେ ସୋସିଆଲ ମିଡିଆ ଉପରୁ ବ୍ୟାନ୍ ହଟାଇଲେ ନେପାଳ ସରକାର । ଏହାସହ ହିଂସାରେ ଜୀବନ ହରାଇଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ଘଟଣାର ନ୍ୟାୟିକ ଯାଞ୍ଚ କରାଯିବା ବୋଲି ଘୋଷଣା କରିଛନ୍ତି ନେପାଳ ସଞ୍ଚାର ଓ ସୂଚନା ପ୍ରସାରଣ ମନ୍ତ୍ରୀ ପୃଥ୍ବୀ ସୁବ୍ବା ଗୁରୁଙ୍ଗ । ହିଂସାକୁ ଦୃଷ୍ଟିରେ ରଖି ସରକାର ଆପାତକାଳୀନ ବୈଠକ ଡକାଇ ବ୍ୟାନ୍ ହଟାବାକୁ ନିଷ୍ପତ୍ତିତ ନେଇଥିବା ଜଣାପଡ଼ିଛି । ବନ୍ଦ ହୋଇଥିବା ସମସ୍ତ ସୋସିଆଲ ସାଇଟ୍ସ ପୂର୍ବପରି ଚାଲୁ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ଶାନ୍ତ ପଡ଼ିଲା ନେପାଳ ; ସୋସିଆଲ ମିଡିଆ ଉପରେ ବ୍ୟାନ୍ ହଟିଲା
ନାଗରିକଙ୍କ ଅଧିକାର ବ୍ୟାହତ ହେବା ପରେ ସେପ୍ଟେମ୍ବର ୪ ତାରିଖରୁ ନେପାଳରେ ଜଳୁଥିବା ନିଆଁ ଲିଭିଛି । ରାଜରାସ୍ତାକୁ ଓହ୍ଲାଇଥିବା ଯୁବକ ଯୁବତୀଙ୍କ ଭିତରୁ ୩୦ ଜଣଙ୍କ ଜୀବନ ଯିବା ସହ ୩୦୦ ଶହ ଗୁରୁତର ହେବା ପରେ ସୋସିଆଲ ମିଡିଆ ଉପରୁ ବ୍ୟାନ୍ ହଟାଇଲେ ନେପାଳ ସରକାର ।
/kanak/media/media_files/2025/09/09/10-2025-09-09-08-31-27.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)