ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା ; ୩ ବରିଷ୍ଠ ଅଧିକାରୀଙ୍କୁ ଜବାବ ତଲବ କଲେ ସରକାର

Advertisment

୩ଜଣ ବରିଷ୍ଠ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି ଆରଡବ୍ଲୁଏସସ ବିଭାଗୀୟ ଅଧିକାରୀ । ବାଲିପାଟଣା ସହକାରୀ ନିର୍ବାହୀ ଯନ୍ତ୍ରୀ, ବେଗୁନିଆ ସହକାରୀ ଯନ୍ତ୍ରୀ ଏବଂ ଢେଙ୍କାନାଳ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଜବାବ ତଲବ ହୋଇଛି ।

୩ଜଣ ବରିଷ୍ଠ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି ଆରଡବ୍ଲୁଏସସ ବିଭାଗୀୟ ଅଧିକାରୀ । ବାଲିପାଟଣା ସହକାରୀ ନିର୍ବାହୀ ଯନ୍ତ୍ରୀ, ବେଗୁନିଆ ସହକାରୀ ଯନ୍ତ୍ରୀ ଏବଂ ଢେଙ୍କାନାଳ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଜବାବ ତଲବ ହୋଇଛି ।

23

କନକ ବ୍ୟୁରୋ : ମେଗା ପାଇପ୍‌ ଜଳଯୋଗାଣରେ ଅବହେଳା ପାଇଁ ଜବାବ ତଲବ । ୩ଜଣ ବରିଷ୍ଠ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି ଆରଡବ୍ଲୁଏସସ ବିଭାଗୀୟ ଅଧିକାରୀ । ବାଲିପାଟଣା ସହକାରୀ ନିର୍ବାହୀ ଯନ୍ତ୍ରୀ, ବେଗୁନିଆ ସହକାରୀ ଯନ୍ତ୍ରୀ ଏବଂ ଢେଙ୍କାନାଳ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଜବାବ ତଲବ ହୋଇଛି । କାହିଁକି କାମ ଧିମେଇଛି, ସେନେଇ ଉତ୍ତର ଦେବାକୁ କଡ଼ା ଚିଠି କରିଛନ୍ତି ବିଭାଗୀୟ ଅଧିକାରୀ । 

ସରକାର କହିଛନ୍ତି ,  କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନୁହେଁ । ଏହାର ସନ୍ତୋଷଜନକ ଉତ୍ତର ଗୋଟିଏ ସପ୍ତାହ ଭିତରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମେଗା ପାଇପ୍ ଜଳଯୋଗାଣରେ ଅବହେଳା କରାଯାଇଛି । କେଉଁଠି ଟ୍ୟାପ୍ ଲାଗିଛି, ପାଣି ଆସୁନି । ଆଉ କେଉଁଠି ବର୍ଷବର୍ଷ ଧରି ଜଳଯୋଗାଣ ହେଉନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe