ପାକିସ୍ତାନ ବିରୋଧରେ ଭାରତ ନେଇପାରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ; ବାୟୁସେନା ମୁଖ୍ୟଙ୍କ ସହ ହୋଇଛି ବୈଠକ

Advertisment

ଭାରତୀୟ ବାୟୁସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ । ଏୟାରମାର୍ଶଲ ଅମରପ୍ରୀତ ସିଂଙ୍କ ସହ ମୋଦୀ ବୈଠକ କରୁଥିବା ସୂଚନା ମିଳିଛି । ଗତକାଲି ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରୀପାଠିଙ୍କ ସହ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି ଭାରତ ।

4ୋମ

Photograph: (kanaknews)

କନକ ବ୍ୟୁରୋ : ଭାରତୀୟ ବାୟୁସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ । ଏୟାରମାର୍ଶଲ ଅମରପ୍ରୀତ ସିଂଙ୍କ ସହ ମୋଦୀ ବୈଠକ କରୁଥିବା ସୂଚନା ମିଳିଛି । ଗତକାଲି ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରୀପାଠିଙ୍କ ସହ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି ଭାରତ । ଏହା ଭିତରେ ସ୍ଥଳ,ଜଳ ଓ ବାୟୁସେନା ମୁଖ୍ୟଙ୍କ ସହ ଏକାଠି ବୈଠକ ଓ ପରେ ଜଣଙ୍କ ପରେ ଜଣେ ମୁଖ୍ୟଙ୍କ ସହ ମୋଦୀଙ୍କ ରୁଦ୍ଧଦ୍ବାର ବୈଠକ ଏକଥା ସୂଚାଉଛି କିଛି ଗୋଟେ ବଡ ହୋଇପାରେ । ପାକିସ୍ତାନ ବିରୋଧରେ ଭାରତ ନିର୍ଣ୍ଣାୟକ କାଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମୟ ବୋଧେ ପାଖେଇ ଆସୁଛି ।

ଅନ୍ୟପଟେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଓ ପୂର୍ବତନ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କୁ ଏକ୍ସ ଆକାଉଣ୍ଟ୍ ଭାରତରେ ବ୍ୟାନ । ପୂର୍ବରୁ ଅନେକ ପାକିସ୍ତାନ ନେତା,ମନ୍ତ୍ରୀ ଏପରିକି ପ୍ରଧାନମନ୍ତ୍ରୀ ସେହେବାଜ ସରିଫଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ସମେତ ୟୁଟ୍ୟୁବ୍‌ ଆକାଉଣ୍ଟ ଉପରେ ମଧ୍ୟ କଟକଣା ଲଗାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe