ଆୟକର ଦାତା ନେଉଥିଲେ ରାସନ କାର୍ଡ; ରିପୋର୍ଟ ଆସିବା ପରେ କାର୍ଡରୁ ପଡିବେ ବାଦ

Advertisment

ଆୟକରଦାତାଙ୍କ ପାଖରେ ରାସନ କାର୍ଡ । ରାଜ୍ୟରେ ଆୟକର ଦେଉଥିବା ବ୍ୟକ୍ତି ନେଉଥିଲେ ରାସନକାର୍ଡ । ଏନେଇ ବିଭାଗ ପାଖରେ ତଥ୍ୟ ପହଂଚିବା ପରେ ଚାଲିଛି ତନାଘନା । ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ ଦେବା ପାଇଁ ପ୍ରକିୟା ଆରମ୍ଭ ହୋଇଛି ।

Updated On

ଅଦ୍ୟତନ ହୋଇଛି
11ାପ

Photograph: (kanaknews)

କନକ ବ୍ୟୁରୋ: ଆୟକରଦାତାଙ୍କ ପାଖରେ ରାସନ କାର୍ଡ । ରାଜ୍ୟରେ ଆୟକର ଦେଉଥିବା ବ୍ୟକ୍ତି ନେଉଥିଲେ ରାସନକାର୍ଡ । ଏନେଇ ବିଭାଗ ପାଖରେ ତଥ୍ୟ ପହଂଚିବା ପରେ ଚାଲିଛି ତନାଘନା । ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ ଦେବା ପାଇଁ ପ୍ରକିୟା ଆରମ୍ଭ ହୋଇଛି । ପୂର୍ବ ସରକାର ସମୟରେ ଆୟକରଦାତା ପାଇଥିଲେ ରାସନ କାର୍ଡ । ତେବେ କେତେଜଣ ଏଭଳି ହିତାଧିକାରୀ ରହିଛନ୍ତି ସେନେଇ ଚାଲିଛି ଅନୁଧ୍ୟାନ । ପୂରା ତଥ୍ୟ ଆସିବା ପରେ ସେମାନଙ୍କୁ ରାସନ କାର୍ଡ ବାଦ୍ ଦିଆଯିବ । ପ୍ରାୟ ୪ ଲକ୍ଷ୍ୟ ଏଭଳି ହିତାଧିକାରୀ ରାସନ କାର୍ଡ ପାଇଥିଲେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe