ବିଜେଡି ଯୁବ ସମାବେଶରେ ବିଜେପିକୁ ନବୀନଙ୍କ କଟାକ୍ଷ: ଆଈ ମା ଗପ ଛାଡ, ସରକାରକୁ ତିନି ମାସ ହେଲାଣି, ଏବେ କାମ କରି ଦେଖାଅ

Advertisment

ରାଜ୍ୟରେ ସରକାର ପରିବର୍ତନ ହେବାର ତିନି ମାସ ବିତିଥିବାବେଳେ ଆଜି ବିଜେପିକୁ ତେରେଛା ବାଣ ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶଂଖ ଭବନରେ ଆୟୋଜିତ ବିଜୁ ଯୁବ ଜନତା ଦଳର ସମାବେଶରେ ସାମିଲ ହୋଇ ନବୀନ ପଟ୍ଟନାୟକ ପରାମର୍ଶ ଦେଇ କହିଛନ୍ତି, ସୁଭଦ୍ରା ଯୋଜନାରୁ ଆରମ୍ଭ କରି ମାଗଣା ବିଜୁଳି ଓ ପେନସନ ସବୁ କଥାରେ ବିଜେପି ମିଛ କହୁଛି।

WDW

କନକ ବ୍ୟୁରୋ: ରାଜ୍ୟରେ ସରକାର ପରିବର୍ତନ ହେବାର ତିନି ମାସ ବିତିଥିବାବେଳେ ଆଜି ବିଜେପିକୁ ତେରେଛା ବାଣ ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶଂଖ ଭବନରେ ଆୟୋଜିତ ବିଜୁ ଯୁବ ଜନତା ଦଳର ସମାବେଶରେ ସାମିଲ ହୋଇ ନବୀନ ପଟ୍ଟନାୟକ ପରାମର୍ଶ ଦେଇ କହିଛନ୍ତି, ସୁଭଦ୍ରା ଯୋଜନାରୁ ଆରମ୍ଭ କରି ମାଗଣା ବିଜୁଳି ଓ ପେନସନ ସବୁ କଥାରେ ବିଜେପି ମିଛ କହୁଛି। ତିନି ମାସ ହୋଇଗଲାଣି, ଏବେ ଆଈ ମା’ ଗପ ଛାଡି କାମ କରି ଦେଖାଇବାକୁ ବିଜେପିକୁ ପରାମର୍ଶ ଦେଇଛନ୍ତି ନବୀନ। ବିରୋଧୀ ଦଳ ନେତା କହିଛନ୍ତି ରାଜନୀତି କ୍ଷମତା ପାଇଁ ନୁହେଁ ବରଂ ସମାଜ ଓ ଦେଶ ଓ ମାନବ ସମାଜର ସେବା କରିବାର ଏକ ମାଧ୍ୟମ। କିଛି ବ୍ୟକ୍ତି ସେମାନଙ୍କ ଚିନ୍ତାଧାରାକୁ ଲଦି ଦେବାକୁ ଚାହୁଁଛନ୍ତି  କିନ୍ତୁ ଗଣତନ୍ତ୍ରରେ ଏହା ଗ୍ରହଣୀୟ ନୁହେଁ। ଦଳ ଛାଡ଼ୁଥିବା ନେତାଙ୍କୁ ସୁବିଧାବାଦୀ କହି କଟାକ୍ଷ କରିଛନ୍ତି ନବୀନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe