କନକ ବ୍ୟୁରୋ : ରାଜଧାନୀର ଜନତା ମଇଦାନରେ ଆୟୋଜିତ ହୋଇଥିବା ଠାକୁର ଶ୍ରୀଶ୍ରୀ ଅନୁକୁଳ ଚନ୍ଦ୍ରଙ୍କ ଜନ୍ମ ଉତ୍ସବରେ ଯୋଗ ଦେଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଆଜି ଜନତା ମଇଦାରେ ଠାକୁର ଅନୁକୁଳ ଚନ୍ଦ୍ରଙ୍କୁ ୧୩୭ ତମ ଜନ୍ମ ଉତ୍ସବ ପାଳନ କରାଯାଉଛି । ଏଥିରେ ହଜାର ହଜାର ଅନୁଗାମୀଙ୍କ ଭିଡ ଲାଗିଛି । ଏହି କ୍ରମରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ଏହି ଅବସରରେ ୩୦ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଆନୁମାନିକ ୫୦ ହଜାରରୁ ଅଧିକ ଅନୁଗାମୀ ସାମିଲ ହୋଇଛନ୍ତି ।
ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କ କାର୍ଯ୍ୟକ୍ରମରେ ସାମିଲ ହେଲେ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଜନତା ମଇଦାନରେ ୧୩୭ ତମ ଜନ୍ମଉତ୍ସବ ପାଳୁଛନ୍ତି ଶ୍ରଦ୍ଧାଳୁ
ଆଜି ଜନତା ମଇଦାରେ ଠାକୁର ଅନୁକୁଳ ଚନ୍ଦ୍ରଙ୍କୁ ୧୩୭ ତମ ଜନ୍ମ ଉତ୍ସବ ପାଳନ କରାଯାଉଛି । ଏଥିରେ ହଜାର ହଜାର ଅନୁଗାମୀଙ୍କ ଭିଡ ଲାଗିଛି । ଏହି କ୍ରମରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଯୋଗଦେଇଥିଲେ ।
/kanak/media/media_files/2025/02/16/UqatHqGHDnywly2ZYZAZ.jpg)