କନକ ବ୍ୟୁରୋ: ନେତା ବୁଲୁଛନ୍ତି ପୂଜା ମଣ୍ଡପ । ଆଜି ରାଜଧାନୀର ୯ଟି ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଲଡ ଟାଉନର ପାଟଣା ସାହି ମଣ୍ଡପ, ସୁନ୍ଦରପଦା, ବରମୁଣ୍ଡା, ନୟାପଲ୍ଲୀ, ରସୁଲଗଡ଼, ସହିଦନଗର, ବମିଖାଲ, ଲକ୍ଷ୍ମୀସାଗର ଓ ଷ୍ଟେସନ୍ ବଜାର ପୂଜାମଣ୍ଡପ ବୁଲିବେ ମୋହନ ମାଝୀ । ୩ ଘଣ୍ଟା ଧରି ମଣ୍ଡପରୁ ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ । ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ମଣ୍ଡପରୁ ମଣ୍ଡପ ବୁଲୁଛନ୍ତି । ରସୁଲଗଡ଼, ସହିଦ୍ ନଗର ଓ ବଡ଼ଗଡ଼ ଯାଇ ମା’ଙ୍କ ଦର୍ଶନ କରିବେ । ତେବେ ଏହାକୁ ପୂଜା ସମୟରେ ପତିଆରା ଲଢ଼େଇ ବୋଲି କହୁଛନ୍ତି ରାଜନୀତି ସମୀକ୍ଷକ ।
ନେତା ବୁଲୁଛନ୍ତି ପୂଜା ମଣ୍ଡପ । ୯ଟି ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ ବି ବୁଲୁଛନ୍ତି ।
ନେତା ବୁଲୁଛନ୍ତି ପୂଜା ମଣ୍ଡପ । ଆଜି ରାଜଧାନୀର ୯ଟି ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ବୁଲୁଛନ୍ତି ମଣ୍ଡପରୁ ମଣ୍ଡପ ।
/kanak/media/media_files/663LLiRy5lc0HOk6XOTW.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)