କନକବ୍ୟୁରୋ : ଚବିଶ ବର୍ଷ ଧରି ବୋଧେ ମିଛ ସ୍ଲୋଗାନ ତିଆରି କରୁଥିଲା ବିଜେଡି ସେଥିପାଇଁ ପରାଜୟ ପରେ ନବୀନ ଏଭଳି କହୁଛନ୍ତି , ଓଡିଶାବାସୀ ବିଜେପିକୁ ବିପୁଳ ସମର୍ଥନ ଦେଇଛନ୍ତି । ଓଡିଶାବାସୀଙ୍କ ଠାରୁ ପ୍ରତ୍ୟାକ୍ଷାତ ହେବା ପରେ କିଛି ତ ଲୋକ ମାନଙ୍କୁ କହିବାକୁ ପଡିବ , ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି ।
ଶହେ ବର୍ଷ ନୁହେଁ, ଆଗାମୀ ଶହେ ଦିନ ଦେଖନ୍ତୁ ନବୀନ । ବିଜେଡି ନେତା ମାନେ ବିଜେଡି ହରିବାର ଦୁଇ ଶହ ଦିନ ହୋଇନାହିଁ, ସାଂସଦ ଏବଂ ନିର୍ବାଚିତ ପ୍ରତିନିଧି ମାନେ ବିଜେପିରେ ମିଶୁଛନ୍ତି । ନୂଆ ସରକାରଙ୍କ ସଫଳତା ଦେଖିକି ବିଜେଡି ହତୋତ୍ସାହିତ ହୋଇ ପଡିଛି, ସେଥିପାଇଁ ବିଳିବିଳେଇବା ଆରମ୍ଭ କରିଛି...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/26/U8DwCLxnl8MuktxTgYM9.jpg)