ପାରାଦୀପ ସମୁଦ୍ରରେ ନୌସେନା ଜାହାଜ ଆଇଏନଏସ ସତପୁରା : ସାଧାରଣ ଲୋକ ବୁଲି ଦେଖିପାରିବେ ଜାହାଜ

ପାରାଦୀପରେ ପହଞ୍ଚିଛି ନୌସେନା ଜାହାଜ ଆଇଏନଏସ ସତପୁରା। ଡିସେମ୍ବର ୪ରେ ହେବାକୁ ଥିବା ନୌସେନା ଦିବସ ଉପଲକ୍ଷେ ପାରାଦୀପରେ ପହଞ୍ଚିଥିବା ସୂଚନା । ଗତକାଲି ଠାରୁ ପାରାଦୀପ ବନ୍ଦରରେ ପହଂଚିଛି ଭାରତୀୟ ଜଳବାହିନୀର ଏହି ଜାହାଜ ।

aai

କନକବ୍ୟୁରୋ : ପାରାଦୀପରେ ପହଞ୍ଚିଛି ନୌସେନା ଜାହାଜ ଆଇଏନଏସ ସତପୁରା । ଡିସେମ୍ବର ୪ରେ ହେବାକୁ ଥିବା  ନୌସେନା ଦିବସ ଉପଲକ୍ଷେ ପାରାଦୀପରେ ପହଞ୍ଚିଥିବା ସୂଚନା । ଗତକାଲି ଠାରୁ ପାରାଦୀପ ବନ୍ଦରରେ ପହଂଚିଛି ଭାରତୀୟ ଜଳବାହିନୀର ଏହି ଜାହାଜ ।  ଏନସିସି ଛାତ୍ରଛାତ୍ରୀ, ସାଧାରଣ ଲୋକ, ସ୍କୁଲ ଓ କଲେଜ ପିଲା ବୁଲି ଦେଖିପାରିବେ ଜାହାଜ । ନୌସେନା ବିଷୟରେ ଜ୍ଞାନ ହାସଲ ତଥା ଶିକ୍ଷଣୀୟ ବାର୍ତା ଦେବାପାଇଁ ଛାତ୍ରଛାତ୍ରୀଙ୍କୁ ଅନୁମତି ହେଉଛନ୍ତି ପାରାଦୀପ ବନ୍ଦର କତୃପକ୍ଷ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe