ଜାତୀୟ କରାଟେ: ଓଡ଼ିଶାକୁ ଆଉ ୨ ସ୍ୱର୍ଣ୍ଣ

Advertisment

ବରିଷ୍ଠ ମହିଳା ୫୦ କିଲୋଗ୍ରାମ ଫାଇଟିଙ୍ଗ୍‌ରେ ଲୋମା ସ୍ଵାଇଁ ସ୍ଵର୍ଣ ପଦକ ହାସଲ କରିଥିବା ବେଳେ ୨୧ ବର୍ଷରୁ କମ୍‌ ମହିଳା ୫୫ କିଲୋ ଫାଇଟିଙ୍ଗ୍‌ ବିଭାଗରେ ପ୍ରିୟଦର୍ଶିନୀ ଦାସ ସ୍ଵର୍ଣ ପଦକ ଜିତିଛନ୍ତି । ସେହିଭଳି  ୬୮ କିଲୋଗ୍ରାମରୁ ଅଧିକ ମହିଳା ଫାଇଟିଙ୍ଗ୍‌ରେ ସ୍ବସ୍ତିକା ବେହେରା କାଂସ୍ୟ ପଦକ ଏବଂ ୨୧ ବର୍ଷରୁ କମ୍‌ ପୁରୁଷ ୫୫ କିଲୋଗ୍ରାମ ଫାଇଟିଙ୍ଗ ବିଭାଗରେ ତ୍ରିଲୋଚନ ରାଣା ରୌପ୍ୟ ପଦକ ହାସଲ କରିଛନ୍ତି ।

Karate Competion

କନକ ବ୍ୟୁରୋ: ଦିଲ୍ଲୀର ତାଲକୋଟରା ଇନ୍‌ଡୋର ଷ୍ଟାଡିୟମଠାରେ କରାଟେ ଇଣ୍ଡିଆ ଅର୍ଗାନାଇଜେସନ (କିଓ) ଆନୁକୂଲ୍ୟରେ ଆୟୋଜିତ ଜାତୀୟ ୨୧ ବର୍ଷରୁ କମ୍‌ ଓ ବରିଷ୍ଠ କରାଟେ ପ୍ରତିଯୋଗୀତାର ଦ୍ୱିତୀୟ ଦିନରେରେ ଓଡ଼ିଶା ପ୍ରତିଯୋଗୀମାନେ ୨ ସ୍ବର୍ଣ୍ଣ ଏବଂ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ସହ ୪ଟି ପଦକ ଜିତିଛନ୍ତି । ବରିଷ୍ଠ ମହିଳା ୫୦ କିଲୋଗ୍ରାମ ଫାଇଟିଙ୍ଗ୍‌ରେ ଲୋମା ସ୍ଵାଇଁ ସ୍ଵର୍ଣ ପଦକ ହାସଲ କରିଥିବା ବେଳେ ୨୧ ବର୍ଷରୁ କମ୍‌ ମହିଳା ୫୫ କିଲୋ ଫାଇଟିଙ୍ଗ୍‌ ବିଭାଗରେ ପ୍ରିୟଦର୍ଶିନୀ ଦାସ ସ୍ଵର୍ଣ ପଦକ ଜିତିଛନ୍ତି ।

ଏହା ବି ପଢ଼ନ୍ତୁ ; ‘କିଟ୍‌’ରେ ଏଫ୍‍ଆଇଭିବି ବିଶ୍ୱ ବିଚ୍‍ ଭଲିବଲ୍‍ ୪ରୁ, ଭାଗନେବେ ୫୨ ଦେଶର ୮୨ ଦଳ

ସେହିଭଳି  ୬୮ କିଲୋଗ୍ରାମରୁ ଅଧିକ ମହିଳା ଫାଇଟିଙ୍ଗ୍‌ରେ ସ୍ବସ୍ତିକା ବେହେରା କାଂସ୍ୟ ପଦକ ଏବଂ ୨୧ ବର୍ଷରୁ କମ୍‌ ପୁରୁଷ ୫୫ କିଲୋଗ୍ରାମ ଫାଇଟିଙ୍ଗ ବିଭାଗରେ ତ୍ରିଲୋଚନ ରାଣା ରୌପ୍ୟ ପଦକ ହାସଲ କରିଛନ୍ତି । ଗୁରୁବାର ପ୍ରଥମ ଦିନରେ ଭାଲେନା ଭାଲେଣ୍ଟିନା ବ୍ୟକ୍ତିଗତ ବରିଷ୍ଠ କାଟାରେ ରୋପ୍ୟ ପଦକ ଲାଭ କରିଥିଲେ । ଏଥିସହିତ ଏହି ପ୍ରତିଯୋଗିତାରେ ଓଡ଼ିଶାକୁ ମୋଟ ୫ଟି ପଦକ ମିଳିଛି। ସେଥିମଧ୍ୟରେ ରହିଛି ଦୁଇଟି ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଏବଂ ଗୋଟିଏ କାଂସ୍ୟ। ଏହି ସଫଳତା ଲାଗି ଓଡ଼ିଶା ଦଳକୁ ରାଜ୍ୟ କରାଟେ ସଂଘର ସମସ୍ତ କର୍ମକର୍ତ୍ତାମାନେ ଅଶେଷ ଅଶେଷ ଅଭିନନ୍ଦନ ଜଣାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe