ନାସା ରଚିବ ନୂଆ ରେକର୍ଡ: ଚନ୍ଦ୍ରରେ ଫଙ୍ଗସରେ ଗଢିବ ଘର

Advertisment

ଆଉ ଏକ ମାଇଲଷ୍ଟୋନ ସୃଷ୍ଟି କରିବାକୁ ଯାଉଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା । ଆଉ କେଉଁଥିରେ ନୁହେଁ ଫଙ୍ଗସରେ ଘର କରିବାକୁ ଚେଷ୍ଟା ଆରମ୍ଭ କରିଛି ନାସା ।

ଆଉ ଏକ ମାଇଲଷ୍ଟୋନ ସୃଷ୍ଟି କରିବାକୁ ଯାଉଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା । ଆଉ କେଉଁଥିରେ ନୁହେଁ ଫଙ୍ଗସରେ ଘର କରିବାକୁ ଚେଷ୍ଟା ଆରମ୍ଭ କରିଛି ନାସା ।

janha

କନକ ବ୍ୟୁରୋ: ଆଉ ଏକ ମାଇଲଷ୍ଟୋନ ସୃଷ୍ଟି କରିବାକୁ ଯାଉଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା । ଆଉ କେଉଁଥିରେ ନୁହେଁ ଫଙ୍ଗସରେ ଘର କରିବାକୁ ଚେଷ୍ଟା ଆରମ୍ଭ କରିଛି ନାସା । ସବୁଠୁ ବଡ କଥା ହେଉଛି ଆଉ କେଉଁଠି ନୁହେଁ  ଜହ୍ନରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘର ତିଆରି କରିବାକୁ ଯାଉଛି । ଏଥିପାଇଁ ଆମେରିକାର ପ୍ରତିଷ୍ଠିତ ଆରକିଟେକଚର କମ୍ପାନୀ ଦ ରେଡ ହାଉସ ସହ ହାତ ମିଳାଇଛି ନାସା । କ’ଣ ଏହି ଫଙ୍ଗସ ଘର? ସତରେ କ’ଣ ଜହ୍ନରେ ନିର୍ମାଣ ସମ୍ଭବ? ଏଭଳି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିଲେ ବି ଖବର ସତ ହେବାକୁ ଯାଉଛି । ଚନ୍ଦ୍ରରେ ଥିବା ଧୂଳି କଣିକା ଓ ବରଫକୁ ନେଇ କୁତ୍ରିମ ଫଙ୍ଗସ ତିଆରି କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe