କନକ ବ୍ୟୁରୋ: ଆଉ ଏକ ମାଇଲଷ୍ଟୋନ ସୃଷ୍ଟି କରିବାକୁ ଯାଉଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା । ଆଉ କେଉଁଥିରେ ନୁହେଁ ଫଙ୍ଗସରେ ଘର କରିବାକୁ ଚେଷ୍ଟା ଆରମ୍ଭ କରିଛି ନାସା । ସବୁଠୁ ବଡ କଥା ହେଉଛି ଆଉ କେଉଁଠି ନୁହେଁ ଜହ୍ନରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘର ତିଆରି କରିବାକୁ ଯାଉଛି । ଏଥିପାଇଁ ଆମେରିକାର ପ୍ରତିଷ୍ଠିତ ଆରକିଟେକଚର କମ୍ପାନୀ ଦ ରେଡ ହାଉସ ସହ ହାତ ମିଳାଇଛି ନାସା । କ’ଣ ଏହି ଫଙ୍ଗସ ଘର? ସତରେ କ’ଣ ଜହ୍ନରେ ନିର୍ମାଣ ସମ୍ଭବ? ଏଭଳି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିଲେ ବି ଖବର ସତ ହେବାକୁ ଯାଉଛି । ଚନ୍ଦ୍ରରେ ଥିବା ଧୂଳି କଣିକା ଓ ବରଫକୁ ନେଇ କୁତ୍ରିମ ଫଙ୍ଗସ ତିଆରି କରାଯିବ ।
ନାସା ରଚିବ ନୂଆ ରେକର୍ଡ: ଚନ୍ଦ୍ରରେ ଫଙ୍ଗସରେ ଗଢିବ ଘର
ଆଉ ଏକ ମାଇଲଷ୍ଟୋନ ସୃଷ୍ଟି କରିବାକୁ ଯାଉଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା । ଆଉ କେଉଁଥିରେ ନୁହେଁ ଫଙ୍ଗସରେ ଘର କରିବାକୁ ଚେଷ୍ଟା ଆରମ୍ଭ କରିଛି ନାସା ।
/kanak/media/media_files/2024/10/21/MJIxksfBPRYiYkplD0ci.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)