କନକ ବ୍ୟୁରୋ : ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରାଜ୍ୟ ବିଜେପି ସଦସ୍ୟତା ଅଭିଯାନକୁ ବଳ ଦେବେ ଜେପି ନଡ୍ଡା । ଦଳୀୟ ବିଧାୟକ, ସାଂସଦ, ରାଜ୍ୟ ପଦାଧିକାରୀଙ୍କ ସହ ବୈଠକରେ ସାମିଲ ହେବେ । ଏନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି ।
ବର୍ତ୍ତମାନ ରାଜ୍ୟର ସଦସ୍ୟତା ଅଭିଯାନ ଜାରି ରହିଛି ଏବଂ ଏକ କୋଟି ସଦସ୍ୟ ସଂଗ୍ରହ କରିବା ଲକ୍ଷ ରଖିଛି ରାଜ୍ୟ ବିଜେପି । ଆସନ୍ତାକାଲି ରାଜ୍ୟ ବିଜେପିକୁ ବଳ ଯୋଗାଇବା ପାଇଁ ଆସୁଛନ୍ତି ନଡ୍ଡା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/mn8u0mbU855LGjnSa6py.jpg)