ପୁଣି ରାଜଧାନୀରେ ଦୁର୍ଘଟଣା ଘଟାଇଲା ମୋ ବସ : ଦୁର୍ଘଟଣାରେ ଛୋଟ ଝିଅର ମୃତ୍ୟୁ

Advertisment

ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍ । ମୋ ବସ୍‌ ଧକ୍କାରେ ଛୋଟ ଝିଅର ମୃତ୍ୟୁ ହୋଇଛି ।

ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍ । ମୋ ବସ୍‌ ଧକ୍କାରେ ଛୋଟ ଝିଅର ମୃତ୍ୟୁ ହୋଇଛି ।

mo bus

mo bus Photograph: (KanakNews )

କନକବ୍ୟୁରୋ : ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍। ମୋ ବସ୍‌ ଧକ୍କାରେ ଛୋଟ ଝିଅର ମୃତ୍ୟୁ ହୋଇଛି । ଭୁବନେଶ୍ୱର ନନ୍ଦନକାନନ ରୋଡରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ପ୍ରତିବାଦରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe