କନକବ୍ୟୁରୋ : ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍। ମୋ ବସ୍ ଧକ୍କାରେ ଛୋଟ ଝିଅର ମୃତ୍ୟୁ ହୋଇଛି । ଭୁବନେଶ୍ୱର ନନ୍ଦନକାନନ ରୋଡରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ପ୍ରତିବାଦରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି।
ପୁଣି ରାଜଧାନୀରେ ଦୁର୍ଘଟଣା ଘଟାଇଲା ମୋ ବସ : ଦୁର୍ଘଟଣାରେ ଛୋଟ ଝିଅର ମୃତ୍ୟୁ
ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍ । ମୋ ବସ୍ ଧକ୍କାରେ ଛୋଟ ଝିଅର ମୃତ୍ୟୁ ହୋଇଛି ।
/kanak/media/media_files/2025/02/04/AwMsCUVs0Qi1NhjJgoLV.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)