କନକ ବ୍ୟୁରୋ : ଏମ୍ସରେ ଚିକିତ୍ସିତ ହେଉଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ତାଙ୍କ ସ୍ଥିତି ଏବେ ବି ଗୁରୁତର ରହିଛି । ଲିଭର ଜନିତ ସମସ୍ୟାରେ ଚିକିତ୍ସିତ ହେଉଛନ୍ତି । ଏକ ସପ୍ତାହ ଧରି କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେବା ପରେ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି । ଲିଭର ସିରୋସିସରେ ପୀଡ଼ିତ ଅଭିଜିତ୍ ମଜୁମଦାରଙ୍କୁ ଏବେ ଭେଣ୍ଟିଲେଟର ସପୋର୍ଟରେ ଥିବା ସୂଚନା ମିଳିଛି ।
ସୁଧୁରୁନି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା, ଏବେ ବି ଆଇସିୟୁର ଭେଣ୍ଟିଲେଟର ସର୍ପୋର୍ଟରେ
Music director Abhijit Majumdar still on ventilator support in ICU, health condition critical.
/kanak/media/media_files/2025/09/05/19-2025-09-05-09-33-11.jpg)