କନକବ୍ୟୁରୋ: ହତ୍ୟାକାରୀ ବାପାକୁ ଆଜୀବନ କାରା ଦଣ୍ଡାଦେଶ। ଭୁବନେଶ୍ବର ଏଡିଜେ କୋର୍ଟ-୨ ବନ୍ଦନା କରଙ୍କ ବଡ଼ ରାୟ। ନିଜ ସାବତ ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଦାଶରଥୀ ଟୁଡୁ। ୨୦୧୯ ମସିହା, ମାର୍ଚ୍ଚ ୧୧ ତାରିଖରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ। ପାଞ୍ଚ ବର୍ଷର ପୁଅକୁ ଗୋଡ଼ ଧରି କାନ୍ଥରେ ପିଟିବା ସହ ପେଟରେ ଛିଡ଼ା ହୋଇ ମାରିଦେଇଥିଲା ବାପା। ଆଇପିସି ଧାରା ୨୦୩ରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ହତ୍ୟାକାଣ୍ଡ ପରେ ଅପମୃତ୍ୟୁ ସାବ୍ୟସ୍ତ କରିବାକୁ ଉଦ୍ୟମ କରିଥିଲା ଜହ୍ଲାଦ ବାପା। ଏନେଇ ମଞ୍ଚେଶ୍ବର ଥାନାରେ ଏକ ମାମଲା ରୁଜୁ ହୋଇଥିଲା।
ହତ୍ୟାକାରୀ ବାପାଙ୍କୁ ଆଜୀବନ କାରାଦଣ୍ଡ, ୫ ବର୍ଷର ପୁଅକୁ ହତ୍ୟା କରିଥିଲା ଜହ୍ଲାଦ ବାପା
Advertisment
ହତ୍ୟାକାରୀ ବାପାକୁ ଆଜୀବନ କାରା ଦଣ୍ଡାଦେଶ। ଭୁବନେଶ୍ବର ଏଡିଜେ କୋର୍ଟ-୨ ବନ୍ଦନା କରଙ୍କ ବଡ଼ ରାୟ। ନିଜ ସାବତ ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଦାଶରଥୀ ଟୁଡୁ। ୨୦୧୯ ମସିହା, ମାର୍ଚ୍ଚ ୧୧ ତାରିଖରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ
Updated On

ଅଦ୍ୟତନ ହୋଇଛି
Follow Us