ଖଲ୍ଲିକୋଟ ଶାଳବଣ ଗାଁରେ ବୀଭତ୍ସ ହତ୍ୟା ; ଦୁଇ ଭାଇଙ୍କୁ ହତ୍ୟା ପରେ ଜାଳିଦେଲେ ଦୁର୍ବୃତ୍ତ

Advertisment

ଖଲ୍ଲିଖୋଟ ଶାଳବଣ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଦୁଇ ଭାଇଙ୍କୁ ହତ୍ୟାକରି ଜାଳିଦେଲେ ଦୁର୍ବୃତ୍ତ ।  ବେଗୁନିଆପଡ଼ାର ଶାଳବଣ ଗାଁରୁ ଆସିଛି ଏହି ଲୋମଟାଙ୍କୁରା ଖବର । ଶାଳବଣରେ ଏହି ଦୁଇ ଭାଇଙ୍କୁ ହତ୍ୟା ପରେ ଖଲ୍ଲିକୋଟ ଥାନା ମରେଇନୂଆଁ ଗାଁ ନିକଟରେ ମୃତଦେହ ଫିଙ୍ଗି ଦେଇଥିଲେ ।

50ିରୱପକର

Photograph: (kanaknews)

କନକ ବ୍ୟୁରୋ : ଖଲ୍ଲିଖୋଟ ଶାଳବଣ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଦୁଇ ଭାଇଙ୍କୁ ହତ୍ୟାକରି ଜାଳିଦେଲେ ଦୁର୍ବୃତ୍ତ ।  ବେଗୁନିଆପଡ଼ାର ଶାଳବଣ ଗାଁରୁ ଆସିଛି ଏହି ଲୋମଟାଙ୍କୁରା ଖବର । ଶାଳବଣରେ ଏହି ଦୁଇ ଭାଇଙ୍କୁ ହତ୍ୟା ପରେ ଖଲ୍ଲିକୋଟ ଥାନା ମରେଇନୂଆଁ ଗାଁ ନିକଟରେ ମୃତଦେହ ଫିଙ୍ଗି ଦେଇଥିଲେ । ଆଉ ତାପରେ ମୃତଦେହରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ ମାନେ । ତେବେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ମୃତକ ଦୁଇଜଣ ସଂଜୟ ବାରିକ ଓ ଅଜୟ ବାରିକ । ସେମାନେ ଆଗରୁ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଥିବା କୁହାଯାଉଛି । ପୂର୍ବ ଶତ୍ରୁତାରୁ ଟାର୍ଗେଟ କରି ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe