ରାଜରାସ୍ତାରେ ବୁଲିଲା ଖଣ୍ଡା । ଯୁବକଙ୍କୁ ହାଣି ହତ୍ୟା

Advertisment

ରାଜରାସ୍ତାରେ ବୁଲିଲା ଖଣ୍ଡା। ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ । ଖୋର୍ଦ୍ଧା  ମାକୁନ୍ଦପ୍ରସାଦରେ ଯୁବକଙ୍କୁ ସଂଘବଧ ଆକ୍ରମଣ ।

ରାଜରାସ୍ତାରେ ବୁଲିଲା ଖଣ୍ଡା। ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ । ଖୋର୍ଦ୍ଧା  ମାକୁନ୍ଦପ୍ରସାଦରେ ଯୁବକଙ୍କୁ ସଂଘବଧ ଆକ୍ରମଣ ।

murder

କନକ ବ୍ୟୁରୋ : ରାଜରାସ୍ତାରେ ବୁଲିଲା ଖଣ୍ଡା। ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ । ଖୋର୍ଦ୍ଧା  ମାକୁନ୍ଦପ୍ରସାଦରେ ଯୁବକଙ୍କୁ ସଂଘବଧ ଆକ୍ରମଣ । ଖଣ୍ଡାରେ ଯୁବକଙ୍କୁ ଆକ୍ରମଣ କରିଥିବାର ସୂଚନା ମିଳିଛି । ଏହା ପରେ ରକ୍ତ ଜୁଡୁବୁଡ଼ ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଯାଇଛି । ସେଠାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନାର ମିଳିଛି । ମୃତକ ଜଣକଙ୍କ ପରିଚୟ  ସେକ ସାଯିଦ । ତାଙ୍କୁ ପୋଡାସାହି ଗ୍ରାମର କିଛି ଯୁବକ ସଂଘବଧ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଖୋର୍ଦ୍ଧା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe