ଭୁବନେଶ୍ୱରରେ ମୁମ୍ବାଇ ଏନସିବି ଟିମର ଖୋଳତାଡ଼ ; ଖୋଲିପାରେ ଓଡିଶାରୁ ମୁମ୍ବାଇ ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ ଗୁମର

Advertisment

ଭୁବନେଶ୍ୱରରେ ମୁମ୍ବାଇ ଏନସିବି ଟିମର ଖୋଳତାଡ଼ । ଗଞ୍ଜାମର ଜଣେ ଗଞ୍ଜେଇ ମାଫିଆକୁ ଭୁବନେଶ୍ୱରରୁ ଉଠାଇ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ମୁମ୍ବାଇର ମୋଷ୍ଟ ୱାଣ୍ଟେଡକୁ ଧରିବା ପାଇଁ ଆସିଛି ଏନସିବି ଟିମ୍ । ଗତ ବିଳମ୍ବିତ ରାତିରେ ଗଞ୍ଜେଇ ମାଫିଆ ଗିରଫ ହୋଇଛି ।

41bbsr

କନକ ବ୍ୟୁରୋ : ଭୁବନେଶ୍ୱରରେ ମୁମ୍ବାଇ ଏନସିବି ଟିମର ଖୋଳତାଡ଼ । ଗଞ୍ଜାମର ଜଣେ ଗଞ୍ଜେଇ ମାଫିଆକୁ ଭୁବନେଶ୍ୱରରୁ ଉଠାଇ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ମୁମ୍ବାଇର ମୋଷ୍ଟ ୱାଣ୍ଟେଡକୁ ଧରିବା ପାଇଁ ଆସିଛି ଏନସିବି ଟିମ୍ । ଗତ ବିଳମ୍ବିତ ରାତିରେ ଗଞ୍ଜେଇ ମାଫିଆ ଗିରଫ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ସ୍ୱାସ୍ଥ୍ୟାବସ୍ଥା ଦେଖିବା ପରେ ତାକୁ କୋର୍ଟରେ ହାଜତ କରାଯିବ। ଭୁବନେଶ୍ୱରରୁ ଧରି ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଏହାପରେ ଓଡିଶାରୁ ମୁମ୍ବାଇ ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ ଗୁମର ଖୋଲିପାରେ । ଦୀର୍ଘ ଦିନ ଧରି ଗଞ୍ଜେଇ ଓଡିଶାରୁ ମୁମ୍ବାଇ ଯାଉଥିବା ଅଭିଯୋଗ ହୋଇଆସୁଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe