କନକବ୍ୟୁରୋ :  ୟୁଟ୍ୟୁବର ତଥା ହାସ୍ୟ ଅଭିନେତା ଗୁଲୁଆଙ୍କ ଜୀବନ ପ୍ରତି ବିପଦ। ସୋସିଆଲ ମିଡିଆରେ ଭିଡ଼ିଓ ପୋଷ୍ଟ କରି ଲୋଡ଼ିଲେ ସୁରକ୍ଷା । ୫୦ ଲକ୍ଷ ଟଙ୍କା ଦାବି କରିବା ସହ ତାଙ୍କୁ ବଦନାମ କରିବାକୁ ଧମକ ମିଳୁଛି। ଏମିତି କି ଟଙ୍କା ନଦେଲେ ସାରା ଜୀବନ ପାଇଁ ମାଡ଼ ମାରି ଅକାମୀ କରିଦେବାକୁ ମଧ୍ୟ ଧମକ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି । ପୁଲିସ୍ ପ୍ରଶାସନ ତାଙ୍କୁ ସୁରକ୍ଷା ଯୋଗାଇଦେଉ ବୋଲି ସେ ଦାବି କରିଛନ୍ତି । 

Advertisment

ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ଗୁଳିବିନିମୟ

ଗୁଲୁଆଙ୍କ ଅଭିଯୋଗ ଭିତରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ବର୍ଷା। କହିଛନ୍ତି, ମିଛ କହୁଛନ୍ତି ସ୍ବାମୀ ଗୁଲୁଆ । ମୋତେ ଘରୁ ନିର୍ଯାତନା ଦେଇ ବାହାର କରିଛନ୍ତି। ଅନେକ ଝିଅଙ୍କ ସହ ତାଙ୍କର ସମ୍ପର୍କ ଥିବାର ମୁଁ ପ୍ରମାଣ ପାଇଛି। ମୋ ସହ ସମ୍ପର୍କ ନ ତୁଟାଇ ଅନ୍ୟଝିଅଙ୍କ ସହ ସମ୍ପର୍କ ରଖିବାକୁ କେମିତି ଗ୍ରହଣ କରିବି । 

ମିଷ୍ଟର ଗୁଲୁଆ
ୟଟ୍ୟୁବର ଗୁଲୁଆଙ୍କ ସାଂଘାତିକ ଅଭିଯୋଗ 
ଭିଡିଓ କରି ମାଗିଲେ ସହାୟତା
'୫୦ ଲକ୍ଷ ମାଗୁଛନ୍ତି '
‘ବଦନାମ କରିବାକୁ ଧମକ ଆସୁଛି’
ମୋତେ ହତ୍ୟା ଧମକ ମିଳୁଛି:ଗୁଲୁଆ
‘ମୋର ଟିମ୍‌କୁ ବି ୩ ଥର ମିଳିଲାଣି ଧମକ’
‘ଧମକ ଦେଉଥିବା ଲୋକର ଥାନାରେ ହାତ ରହିଛି’
‘ମୁଁ ମୋର ଜାଗା ଛାଡ଼ି ବାହାରେ ରହୁଛି’
‘କୋର୍ଟ ବନ୍ଦ ଅଛି, ଲିଗାଲ ଆକ୍ସନ୍‌ ନେଇପାରୁନି’
'ଜୀବନ ପ୍ରତି ବିପଦ ଅଛି'


ବର୍ଷା, ୟୁଟ୍ୟୁବର
ମୁହଁ ଖୋଲିଲେ ମିଷ୍ଟର ଗୁଲୁଆଙ୍କ ପତ୍ନୀ
ମୋତେ ନିର୍ଯାତନା ଦେଇ ଘରୁ ବିଦା କରିଛନ୍ତି
ଗୁଲୁଆ ମିଛ କହୁଛନ୍ତି
ମୋ ପାଖରେ ସବୁ ପ୍ରମାଣ ଅଛି 
ଅନ୍ୟ ଝିଅଙ୍କ ସହ ସମ୍ପର୍କରେ ଥିଲେ ଗୁଲୁଆ
କୋର୍ଟରେ ପ୍ରମାଣ ରଖିବି
ସତ କି ମିଛ କୋର୍ଟରେ ପ୍ରମାଣ ହେବ
୯ ମାସ ବହୁତ ସହିଛି 
ବର୍ଷେ ହେବ ଚୁପ୍ ରହିଥିଲି 
ଏବେ କିନ୍ତୁ ମୁଁ ଚୁପ୍ ରହିବିନି