କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ନାଁରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଅଭିଯୋଗ । ସଂସଦରେ ଠେଲାପେଲା ଘଟଣାରେ ଅଭିଯୋଗ କରିଛନ୍ତି ପ୍ରତାପ ନନା । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସଂସଦରେ ଯାହା ଘଟିଲା ତାହା ଅତ୍ୟନ୍ତ ନିନ୍ଦନୀୟ । ଗଣତନ୍ତ୍ରର ମନ୍ଦିରରେ ଏଭଳି ହେବା ଠିକ ନୁହେଁ । ରାହୁଲ ଅଗଣତାନ୍ତ୍ରିକ ବ୍ୟବହାର କରିଥିଲେ । ରାହୁଲଙ୍କ ଠେଲାପେଲାରୁ ତାଙ୍କର ମୁଣ୍ତରେ ଗଭୀର ଆଘାତ ଲାଗିଥିଲା । ମୁକେଶ ରାଜପୁତ ପଡ଼ିବାରୁ ସେ ଆହତ ହୋଇଥିଲେ ।
ସେ ଆହୁରି କହିଛନ୍ତି, ରାହୁଲ ଗାନ୍ଧୀ ବାଉନ୍ସର ଭଳି ଧକ୍କା ମାରିଥିଲେ । ବଡ଼ ପଦରେ ଥାଇ ଏଭଳି ବ୍ୟବହାର କରିବା ଠିକ୍ ନୁହେଁ । ଘଟଣାରେ ସିସିଟିଭି ସବୁ ପ୍ରମାଣ ଦେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/12/30/aAliAHw2MwZDnvvh1a2t.jpg)