ମଣ୍ଡପରେ ଲୋକଙ୍କୁ ଶପଥ କରାଇଲେ ସାଂସଦ ; ଆତ୍ମନିର୍ଭର ଭାରତ ପାଇଁ କରାଇଲେ ସଙ୍କଳ୍ପ

Advertisment

ଦୁର୍ଗା ପୂଜା ମଣ୍ଡପରେ ଲୋକଙ୍କୁ ଶପଥ କରାଇଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ ।  ଆତ୍ମନିର୍ଭର ଭାରତ ପାଇଁ ଦେଲେ ସଙ୍କଳ୍ପ  । ବିଦେଶୀ ବସ୍ତୁ ବଦଳରେ ବାଛ ସ୍ୱଦେଶୀ ଜିନିଷ କିଣିବାକୁ ଦେଲେ ଆହ୍ବାନ । ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ ପରେ ଭାରତକୁ ଆତ୍ମନିର୍ଭର ହେବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

8

କନକ ବ୍ୟୁରୋ: ଦୁର୍ଗା ପୂଜା ମଣ୍ଡପରେ ଲୋକଙ୍କୁ ଶପଥ କରାଇଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ ।  ଆତ୍ମନିର୍ଭର ଭାରତ ପାଇଁ ଦେଲେ ସଙ୍କଳ୍ପ, ବିଦେଶୀ ବସ୍ତୁ ବଦଳରେ ସ୍ୱଦେଶୀ ଜିନିଷ କିଣିବାକୁ ଦେଲେ ଆହ୍ବାନ । ଆମେରିକାର ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଭାରତକୁ ଆତ୍ମନିର୍ଭର ହେବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଆମ ଦେଶର କେହି ବଡ଼ ଶତ୍ରୁ ନାହାନ୍ତି, ଆମର ନିର୍ଭରଶୀଳତା, ଆବଶ୍ୟକତା ହିଁ ଆମର ଶତ୍ରୁ । ପ୍ରଥର ଥର ପାଇଁ ଭାରତ ସ୍ବଦେଶୀ ଜ୍ଞାନକୌଶଳରେ ଚିପ୍ ମଧ୍ୟ ତିଆରି କରିବାରେ ସକ୍ଷମ ହୋଇଛି । ଏଭଳି ସ୍ଥିତିରେ ପୂଜା ମଣ୍ଡପରେ ସ୍ବଦେଶୀ ଜିନିଷ କିଣିବାକୁ ଆହ୍ବାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବିଜେପି ସାଂସଦ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe