ମମତାକୁ ଖୋଜୁଛି ମାଆ, ଜୁଲାଇ ୨୩ ରୁ ମିଳୁନି ପୁଅର ପତା । ପୁଅର ଫଟୋ ଧରି ସହରରୁ ସହର ବୁଲୁଛନ୍ତି ମା’ ଗୀତାଞ୍ଜଳୀ

Advertisment

 ଜଗତସିଂହପୁର ଏରସମା ଥାନା ଅନ୍ତର୍ଗତ ଲଛମନକଣା ଗାଁର ଗୀତାଞ୍ଜଳୀ ଓଝାଙ୍କ ପୁଅ ରାଜକିଶୋର ଓଝା। କଲେଜ ଯାଇ କୁଆଡ଼େ ନିଖୋଜ ହୋଇଯାଇଛନ୍ତି ରାଜକିଶୋର। ଏରସମା ଥାନାରେ ପୁଅର ନିରୁର୍ଦ୍ଦିଷ୍ଟ ଅଭିଯୋଗ କରିଛନ୍ତି। ପୁଲିସ ତ ରାଜକିଶୋରଙ୍କ ବାବଦରେ କୌଣସି ଖବର ପାଉନି। ସେହିଦିନ ଠାରୁ ମାଆଟିଏ ମମତାକୁ ଖୋଜି ବୁଲୁଛନ୍ତି। ସାନ ପୁଅକୁ ସାଥିରେ ଧରି ନିରନ୍ତର ଭାବରେ ଏ ସହରରୁ ସେ ସହର ଘୁରି ବୁଲୁଛନ୍ତି। 

181

କନକ ବ୍ୟୁରୋ : ମା’ ଖୋଜୁଛି ପୁଅକୁ। ଭାଇ ଖୋଜୁଛି ଭାଇକୁ। ଆଖିରୁ ଝରୁଛି ଲୁହ। ଏ ସହରରୁ ସେ ସହର ଘୁରି ବୁଲୁଛନ୍ତି। ଯେଉଁଠି ଯାହାକୁ ଦେଖୁଛନ୍ତି ତାକୁ ପୁଅର ଫଟୋ ଦେଖାଉଛନ୍ତି। ମୋ ପୁଅକୁ ଦେଖିଛ କି? ବୋଲି ପଚାରି କାନ୍ଦୁଛନ୍ତି ଜନ୍ମଦାତ୍ରୀ। ବନ୍ଦରନଗରୀ ପାରାଦୀପ ରାଜରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

 ଜଗତସିଂହପୁର ଏରସମା ଥାନା ଅନ୍ତର୍ଗତ ଲଛମନକଣା ଗାଁର ଗୀତାଞ୍ଜଳୀ ଓଝାଙ୍କ ପୁଅ ରାଜକିଶୋର ଓଝା। କଲେଜ ଯାଇ କୁଆଡ଼େ ନିଖୋଜ ହୋଇଯାଇଛନ୍ତି ରାଜକିଶୋର। ଏରସମା ଥାନାରେ ପୁଅର ନିରୁର୍ଦ୍ଦିଷ୍ଟ ଅଭିଯୋଗ କରିଛନ୍ତି। ପୁଲିସ ତ ରାଜକିଶୋରଙ୍କ ବାବଦରେ କୌଣସି ଖବର ପାଉନି। ସେହିଦିନ ଠାରୁ ମାଆଟିଏ ମମତାକୁ ଖୋଜି ବୁଲୁଛନ୍ତି। ସାନ ପୁଅକୁ ସାଥିରେ ଧରି ନିରନ୍ତର ଭାବରେ ଏ ସହରରୁ ସେ ସହର ଘୁରି ବୁଲୁଛନ୍ତି। 

ବିଭିନ୍ନ ସ୍ଥାନ ଖୋଜାଖୋଜି କରିବା ପରେ ପୁଅକୁ ଖୋଜି ଆଣିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଗୁହାରି କରିଛନ୍ତି। ଯଦି କେହି ରାଜକିଶୋରଙ୍କ ସନ୍ଧାନ ପାଆନ୍ତି ତେବେ ୯୯୩୭୯୬୧୭୦୮ ନମ୍ୱରରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe