କାରକୁ ପିଟିଲା ବସ୍; ମା’, ଝିଅ ଗୁରୁତର

ରାଜଧାନୀରେ ପୁଣି ସଡ଼କ ଦୁର୍ଘଟଣା । କାର କୁ ପିଟିଲା ବସ୍ ମା, ଝିଅ ଗୁରୁତର । ସିଆରପି ଛକରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ।

Screen Shot 2024-11-14 at 8.10.35 AM

କନକ ବ୍ୟୁରୋ: ରାଜଧାନୀରେ ପୁଣି ସଡ଼କ ଦୁର୍ଘଟଣା । କାର କୁ ପିଟିଲା ବସ୍ ମା, ଝିଅ ଗୁରୁତର । ସିଆରପି ଛକରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି । 
ସିଆରପି ପଟୁ ଡିଏଭି ଆଡ଼କୁ ଏକ କାର ଯାଉଥିବା ବେଳେ ଜୟଦେବବିହାର ପଟୁ ବରମୁଣ୍ଡାକୁ ଯାଉଥିବା ଏକ ବସ ଧକ୍କା ଦେଇଥିଲେ । କାରଟି ଜଣେ ମହିଳା ଚଳାଉଥିବା ବେଳେ ଗାଡ଼ିରେ ତାଙ୍କ ଝିଅ ମଧ୍ୟ ବସିଥିଲେ । ଦୁର୍ଘଟଣାରେ ଉଭୟ ମା ଓ ଝିଅ ଆହତ ହୋଇଛନ୍ତି । ଖବର ପାଇଁ ନୟାପଲ୍ଲୀ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମା, ଝିଅଙ୍କୁ ମେଡ଼ିକାଲ ପଠାଇବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe