କନକ ବ୍ୟୁରୋ : ରକ୍ଷକ ଯେବେ ଭକ୍ଷକ ସାଜେ । ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନାରେ । ସୁରକ୍ଷା ଦେବା ବଦଳରେ ପୋଲିସ ବାବୁ ଜଣଙ୍କ ଦୀର୍ଘ ଚାରି ବର୍ଷ ହେଲାଣି ମା-ପୁଅକୁ ଅତ୍ୟାଚାର କରି ଆସୁଛନ୍ତି । ଜମି ବାଡ଼ି ବିବାଦକୁ ନେଇ ଫାଇଦା ନେଉଛନ୍ତି ପୂର୍ବରୁ କୃଷ୍ଣପ୍ରସାଦ ଥାନାରେ ଏସ ଆଇ ଭାବରେ କାର୍ଯ୍ୟରତ ଥିବା ଚନ୍ଦ୍ର ଶେଖର ନାୟକ। ପୁଅକୁ ନ୍ୟାୟ ଦାବିରେ ଥାନା ଆଗରେ ଧାରଣା ଦେଇଛନ୍ତି ମା ।
ଅଧିକ ପଢନ୍ତୁ : ଦେଖ୍ ତୋ ଭଉଣୀକୁ ମାରୁଛି : ଯୌତୁକ ଦେଲନି,ଶବ ନେଇକି ଯାଅ
ରାଷ୍ଟ୍ରପତି ଓଡ଼ିଶାକୁ ଆସିଥିବା ବେଳେ ନ୍ୟାୟ ପାଇଁ ଭିକ ମାଗୁଛନ୍ତି ମା । ପୁଅ ସୌମ୍ୟ ରଞ୍ଜନ ପଣ୍ଡା ନାଗପୁରରେ ଥିବାବେଳେ ଓଡ଼ିଶାରେ ତାଙ୍କ ନାରେ ମାମଲା ରୁଜୁ କରିଥିଲା ପୋଲିସ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/04/police-2026-02-04-08-33-38.jpg)