ଭାରତର ଏୟାରଷ୍ଟ୍ରାଇକରେ ଟଳିଲା ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ: ମସୁଦ ଅଜହରର ଭାଇ ରୌଫ ଅଜହର ସଫା

Advertisment

ଏୟାରଷ୍ଟ୍ରାଇକରେ ଟଳିପଡ଼ିଲା ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ । ମସୁଦ ଅଜହରର ଭାଇ ଅବଦୁଲ ରୌଫ ଅଜହର ସଫା । କାନ୍ଦାହାର ହାଇଜାକ ଓ ସଂସଦ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ । ଭାରତର ଏୟାରଷ୍ଟ୍ରାଇକରେ ଅବଦୁଲ ରୌଫ ଅଜହର ଗମ୍ଭୀର ଭାବେ ଆହତ ହୋଇଥିଲା ।

kkkkk

Photograph: (kanak news)

କନକ ବ୍ୟୁରୋ: ଏୟାରଷ୍ଟ୍ରାଇକରେ ଟଳିପଡ଼ିଲା ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ । ମସୁଦ ଅଜହରର ଭାଇ ଅବଦୁଲ ରୌଫ ଅଜହର ସଫା । କାନ୍ଦାହାର ହାଇଜାକ ଓ ସଂସଦ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ । ଭାରତର ଏୟାରଷ୍ଟ୍ରାଇକରେ ଅବଦୁଲ ରୌଫ ଅଜହର ଗମ୍ଭୀର ଭାବେ ଆହତ ହୋଇଥିଲା । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାର ମୃତ୍ୟୁ ହୋଇଛି । 

ଅବଦୁଲ ରୌଫ କିଏ? 
ଚର୍ଚ୍ଚାରେ ଆତଙ୍କୀ ମସୁଦ ଅଜହରର ଭାଇ ଅବଦୁଲ ରୌଫ 
ଅବଦୁଲ ପାକିସ୍ତାନରେ ନମାଜଃଏ-ଜନାଜା ଆୟୋଜନ କରିଥିଲା 
ଅବଦୁଲ ରୌଫ ଜେଇଏମର ବରିଷ୍ଠ ସଦସ୍ୟ 
୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ ଆଇସି-୮୧୪ କରିଥିଲା ଅପହରଣ 
୨୦୦୧ ଭାରତୀୟ ସଂସଦ ଆକ୍ରମଣରେ ଥିଲା ମାଷ୍ଟରମାଇଣ୍ଡ 
୨୦୧୬ ପଠାନକୋଟ ଏୟାରଫୋର୍ସ ବେସ ଆକ୍ରମଣ ଭଳି ଆତଙ୍କବାଦୀ ଘଟଣାରେ ଜଡ଼ିତ ଥିଲା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe