କନକ ବ୍ୟୁରୋ: ଏୟାରଷ୍ଟ୍ରାଇକରେ ଟଳିପଡ଼ିଲା ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ । ମସୁଦ ଅଜହରର ଭାଇ ଅବଦୁଲ ରୌଫ ଅଜହର ସଫା । କାନ୍ଦାହାର ହାଇଜାକ ଓ ସଂସଦ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ । ଭାରତର ଏୟାରଷ୍ଟ୍ରାଇକରେ ଅବଦୁଲ ରୌଫ ଅଜହର ଗମ୍ଭୀର ଭାବେ ଆହତ ହୋଇଥିଲା । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାର ମୃତ୍ୟୁ ହୋଇଛି ।
ଅବଦୁଲ ରୌଫ କିଏ?
ଚର୍ଚ୍ଚାରେ ଆତଙ୍କୀ ମସୁଦ ଅଜହରର ଭାଇ ଅବଦୁଲ ରୌଫ
ଅବଦୁଲ ପାକିସ୍ତାନରେ ନମାଜଃଏ-ଜନାଜା ଆୟୋଜନ କରିଥିଲା
ଅବଦୁଲ ରୌଫ ଜେଇଏମର ବରିଷ୍ଠ ସଦସ୍ୟ
୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ ଆଇସି-୮୧୪ କରିଥିଲା ଅପହରଣ
୨୦୦୧ ଭାରତୀୟ ସଂସଦ ଆକ୍ରମଣରେ ଥିଲା ମାଷ୍ଟରମାଇଣ୍ଡ
୨୦୧୬ ପଠାନକୋଟ ଏୟାରଫୋର୍ସ ବେସ ଆକ୍ରମଣ ଭଳି ଆତଙ୍କବାଦୀ ଘଟଣାରେ ଜଡ଼ିତ ଥିଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/08/FHpVxbmGsD07U3BHfzgH.jpg)