କନକ ବ୍ୟୁରୋ: ପ୍ରକୃତିର ପ୍ରକୋପରୁ ଉତ୍ତରାଖଣ୍ଡ ଉତ୍ତରକାଶୀର ଧରାଲି ଛାତିରେ ବିତିଥିବା ଦୁଃଖ ମନରୁ ନଲିଭୁଣୁ ଜମ୍ମୁକାଶ୍ମୀରର କିସ୍ତୱାର ବାଦଲଫଟା ବର୍ଷା ପୁଣି ନୂଆ ଦୁଃଖ ଦେଇ ଯାଇଛି । କ୍ଷଣିକ ଭିତରେ ଚାଲିଯାଇଛି ଅସଂଖ୍ୟ ଲୋକଙ୍କ ଜୀବନ, ଶତାଧିକ ନିଖୋଜ ବ୍ୟକ୍ତିଙ୍କ କୌଣସି ଖୋଜ ଖବର ମିଳୁନି । ଏହା ଭିତରେ ଦେବଦୂତ ସାଜି ୩ଶହ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ସେନା ଓ ଏନ୍‌ଡିଆର୍‌ଏଫ୍‌ର ମିଳିତ ଟିମ୍‌ । ସୂଚନା ଅନୁସାରେ 

Advertisment

ପ୍ରକୃତିର ପ୍ରକୋପରେ ଛାରଖାର କିସ୍ତୱାଡ଼ 
-ବାଦଲଫଟା ବର୍ଷାରେ ୫୦ରୁ ଅଧିକଙ୍କ ମୃତ୍ୟୁ
-୨ଶହରୁ ଅଧିକ ଲୋକଙ୍କ କୌଣସି ଖୋଜ ଖବର ମିଳିପାରୁନି
-୧୬୭ଶହରୁ ଅଧିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି
-୧୫୦ରୁ ଅଧିକ ଲୋକ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ
-ସେନା, ଏନ୍‌ଡିଆର୍‌ଏଫ୍‌, ପୁଲିସ ପ୍ରଶାସନର ସର୍ଚ୍ଚ ଅପରେସନ୍‌
-ସ୍ଥାନୀୟ ଅଞ୍ଚଳର ସମସ୍ତ ଯାତ୍ରା ଅସ୍ଥାୟୀ ସ୍ଥଗିତ
-ଗୋଟିଏ ଦିନରେ ୪ଟି ସ୍ଥାନରେ ବାଦଲଫଟା ବର୍ଷା