ପୁଣି ଖଲ୍ଲିକୋଟରେ ଲୁଟେରାଙ୍କ ଆତଙ୍କ, ଦୁଇ ଦିନ ବ୍ୟବଧାନରେ ଡଅଁର ଗ୍ରାମରେ କଳାକନା ବୁଲାଇଲେ ଚୋର

୪୫ ଗ୍ରାମ୍‌ରୁ ଅଧିକ ସୁନା ଓ ଟଙ୍କା ଲୁଟ୍ । ଘଟଣାସ୍ଥଳରେ ପହଞ୍ଚି ପୁଲିସର ତଦନ୍ତ ।

ଘରେ ବୁଲିଲା କଳାକନା

ଘରେ ବୁଲିଲା କଳାକନା Photograph: (kanakNews)

କନକ ବ୍ୟୁରୋ:  ଦୁଇ ଦିନ ବ୍ୟବଧାନରେ ପୁଣି ଖଲ୍ଲିକୋଟ ଅଞ୍ଚଳରୁ ଚୋରି । ଜଣଙ୍କ ଘରେ କଳାକନା ବୁଲାଇଲେ ଚୋର । ନେଇଗଲେ ସୁନା ହାର,ମୁଦି, ଚେନ, କାନଫୁଲ ଓ ଅନ୍ୟାନ୍ୟ ସୁନା ସାମଗ୍ରୀ ।

୪୫ ଗ୍ରାମରୁ ଉର୍ଦ୍ଧ୍ବ ସୁନା ଓ ଟଙ୍କା ନେଇଗଲେ। ଖଲ୍ଲିକୋଟ ଥାନା ଡଅଁର ଗ୍ରାମର ରାଜେନ୍ଦ୍ର ପଟ୍ଟନାୟକଙ୍କ ଘରୁ ଚୋରି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe