କନକ ବ୍ୟୁରୋ: ଦୁଇ ଦିନ ବ୍ୟବଧାନରେ ପୁଣି ଖଲ୍ଲିକୋଟ ଅଞ୍ଚଳରୁ ଚୋରି । ଜଣଙ୍କ ଘରେ କଳାକନା ବୁଲାଇଲେ ଚୋର । ନେଇଗଲେ ସୁନା ହାର,ମୁଦି, ଚେନ, କାନଫୁଲ ଓ ଅନ୍ୟାନ୍ୟ ସୁନା ସାମଗ୍ରୀ ।
୪୫ ଗ୍ରାମରୁ ଉର୍ଦ୍ଧ୍ବ ସୁନା ଓ ଟଙ୍କା ନେଇଗଲେ। ଖଲ୍ଲିକୋଟ ଥାନା ଡଅଁର ଗ୍ରାମର ରାଜେନ୍ଦ୍ର ପଟ୍ଟନାୟକଙ୍କ ଘରୁ ଚୋରି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/12/i5kGxyHGgpgBHOZAebK7.jpg)