ବାଙ୍କୀ ମହାନଦୀ ପଠାରେ ପୁଣି ଫସିଲେ ଗୋରୁପଲ,  ଚରିବାକୁ ଯାଇ କୁଶପଙ୍ଗି ଘାଟ ନିକଟରେ ଫସିଛନ୍ତି ୪୦ରୁ ଅଧିକ ଗାଈ

Advertisment

ଚରିବାକୁ ଯାଇ କୁଶପଙ୍ଗି ଘାଟ ନିକଟରେ ଫସିଛନ୍ତି ୪୦ରୁ ଅଧିକ ଗାଈ । ଉଦ୍ଧାର କାର୍ଯ୍ୟ କରୁଛି ଡମପଡ଼ା ଅଗ୍ନିଶମ ବାହିନୀ ।

ଚରିବାକୁ ଯାଇ କୁଶପଙ୍ଗି ଘାଟ ନିକଟରେ ଫସିଛନ୍ତି ୪୦ରୁ ଅଧିକ ଗାଈ । ଉଦ୍ଧାର କାର୍ଯ୍ୟ କରୁଛି ଡମପଡ଼ା ଅଗ୍ନିଶମ ବାହିନୀ ।

ମହାନଦୀ ପଠାରେ ଫସିଲେ ଗୋରୁପଲ

ମହାନଦୀ ପଠାରେ ଫସିଲେ ଗୋରୁପଲ Photograph: (KanakNews)

କନକ ବ୍ୟୁରୋ:  ବାଙ୍କୀ ମହାନଦୀ ପଠାର କୁଶପଙ୍ଗି ଘାଟ ନିକଟରେ ଫସିଛନ୍ତି ଗାଈ। ୪୦ରୁ ଅଧିକ ଗାଈ ଫସି ରହିଛନ୍ତି । ଗତକାଲି ସଂଧ୍ୟାରେ ମହାନଦୀ ପଠାକୁ ଚରିବାକୁ ଯାଇଥିଲେ। ନଦୀରେ ବଢ଼ି ପାଣି ଆସିଯିବାରୁ ଫସି ରହିଛନ୍ତି। ଡମପଡା ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe